ପାରା ନାଁରେ ଏଫ୍ଆଇଆର୍
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମା ନିକଟରୁ ଏକ ପାରା ଧରାପଡ଼ିଛି। ଯାହା ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କ ନିକଟକୁ ପାରାଟି ଉଡିଆସି ତାଙ୍କ କାନ୍ଧ ଉପରେ ବସିଥିଲା। ଏହାସହ ପାରାଟିର ଗୋଡରେ ଏକ କାଗଜ ଖଣ୍ଡ ବନ୍ଧା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏପ୍ରିଲ ୧୭ ତାରିଖ ସନ୍ଧ୍ୟା ସମୟରେ ଏକ କଳା ଏବଂ ଧଳା ରଙ୍ଗର ପାରାଟି ଉଡିଆସି କ୍ୟାମ୍ପ୍ ଗାର୍ଡ ଡ୍ୟୁଟିରେ ଥିବା […]
Continue Reading
