ଜିନ୍ସ ବଟନ୍ରେ କଳାକୃତିି: ଦେଖିଲେ ଯେ କେହି ହେବେ ଆଶ୍ଚର୍ଯ୍ୟ
ତୁର୍କି: ଜଣେ କଳାକାରଙ୍କ ଚିନ୍ତାଧାରା ସମସ୍ତଙ୍କଠାରୁ ଭିନ୍ନ । ବିଶେଷକରି କୌଣସି ବ୍ୟକ୍ତିଙ୍କ ସୃଜନଶୀଳତାର ପରିଧି ନିର୍ଦ୍ଧିଷ୍ଟ ସୀମା ଭିତରେ ସୀମିତ ନୁହେଁ । ହୁଏତ ଆପଣ ଅନେକ କଳାକାରଙ୍କ କଳାକୃତି ଦେଖିଥିବେ ନିଶ୍ଚୟ । କିନ୍ତୁ ଆମେ ଯେଉଁ କଳାକାରଙ୍କ କଳାକୃତି ସମ୍ପର୍କରେ କହିବାକୁ ଯାଉଛୁ, ତାହା ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଜଣେ କଳାକାର ଜିନ୍ସ ବଟନ୍ରେ ବିଭିନ୍ନ କଳାକୃତି ତିଆରି କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ସେହି […]
Continue Reading
