କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା: ଏଣିକି ଅମାନିଆ ମାନଙ୍କୁ ଲେନ୍ସ ଜଗିବ,ଆଉ ଚାଲାଣ କାଟିବ ଆପ

ଭୁବନେଶ୍ୱର: ଟ୍ରାଫିକ ସମସ୍ୟାକୁ ସଜାଡିବା ପାଇଁ ରାଜ୍ୟ ସରକାର ତତ୍ପର । ଦ୍ରୃତଗତିରେ ଗାଡି ଚଳାଇବା ଟ୍ରାଫିକ ନିୟମ ପାଳନ ନକରିବା, ବିନା ହେଲମେଟ ପରିଧାନରେ ଗାଡି ଚଳାଇବା ପାଇଁ ବହୁ ଲୋକଙ୍କର ଚାଲାଣ କଟୁଛି । ତେବେ ଏହି ସବୁ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କ ଜୀବନ ମଧ୍ୟ ବଳି ପଡୁଛି । ସଡକ ଦୁର୍ଘଠଣାରେ ପ୍ରତିବର୍ଷ ନାନା ଲୋକଙ୍କର ଜୀବନ ଯାଉଛି । ସୂଚନାମୁତାବକ ଗତବର୍ଷରେ କେବଳ ରାଜଧାନୀରେ ୬୩୬ ଲୋକଙ୍କର ଦୁର୍ଘଟଣା ଘଟିଛି । […]

Continue Reading

ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଭୂପେନ୍ଦ୍ର ଯାଦବ ଜୀଙ୍କ ସହିତ ଏକ ବୈଠକ କରି ବଢ଼ୁଥିବା […]

Continue Reading

ସରିଯିବ ମାଗଣା ବିଜୁଳି ଯୁଗ! ଏପରି ନିର୍ଦ୍ଦେଶ ଦେଲେ LG ସରକାର

ନୂଆଦିଲ୍ଲୀ: ଯଦି ଆପଣ ଦେଶର ରାଜଧାନୀ ଦିଲ୍ଲୀରେ ରୁହନ୍ତି ଏବଂ ସରକାରଙ୍କ ମାଗଣା ବିଦ୍ୟୁତ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ ସକସେନା ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ଦ୍ୱାରା ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସହରରେ ବିଦ୍ୟୁତ୍ ସବସିଡି ସୀମିତ କରିବା ଉପରେ ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗର ପରାମର୍ଶ ମନ୍ତ୍ରୀ ପରିଷଦ ସମ୍ମୁଖରେ ରଖିବା ଓ ୧୫ […]

Continue Reading

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଯାଜପୁରର ପାଣିକୋଇଲିରେ ଆମ୍ବ ଏବଂ ପନିପରିବା ପାଇଁ ଖୋଲିବ ଉତ୍କର୍ଷ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫଳ ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବେଙ୍ଗାଲୁରୁ, ଯାଜପୁର ଏବଂ ଗୋଆରେ ଡ୍ରାଗନ୍ ଫଳ, ଆମ୍ବ, ପନିପରିବା ଏବଂ ଫୁଲ ପାଇଁ ତିନୋଟି ସେଣ୍ଟର ଅଫ୍ ଏକ୍ସଲେନସି (ସିଓଇ) ପ୍ରତିଷ୍ଠା କରାଯିବ ବୋଲି କୃଷି ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ଏବେ ସୁଦ୍ଧା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ୪୯ ଟି ସେଣ୍ଟର ଅଫ୍ ଏକ୍ସଲେନସି କୁ ଅନୁମୋଦନ କରିଛି, ସେଥିମଧ୍ୟରୁ ୩ ଟି ମାର୍ଚ୍ଚ ୯, ୨୦୨୩ ରେ ମିଶନ ଫର […]

Continue Reading

ଓଡ଼ିଶାରେ ଗୁପ୍ତଚର ପାରା ପଛରେ ଚୀନର ବଡ଼ ଷଡ଼ଯନ୍ତ୍ର: ୧୯୬୯ରେ ଡ୍ରାଗନ ଛାଡ଼ିଥିଲା ସିକ୍ରେଟ୍ ବେଲୁନ୍, ପୋଲିସ ଓ ଗୋଇନ୍ଦା ବିଭାଗର ଚିନ୍ତା ବଢ଼ିଲା

ଭୁବନେଶ୍ୱର: ଶାନ୍ତି ସ୍ଥାପନ ପାଇଁ ଯେତେ ବୈଠକ ବସିଲେ ମଧ୍ୟ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଦଶନ୍ଧି ଦଶନ୍ଧି ଧରି ଡ୍ରାଗନ ଭାରତ ବିରୋଧୀ ଗୁପ୍ତ ଷଡ଼ଯନ୍ତ୍ର ରଚି ଚାଲିଛି । ଗତ କିଛିବର୍ଷ ମଧ୍ୟରେ ଭାରତ କେବଳ ଏସିଆ ନୁହେଁ ବିଶ୍ୱର ଏକ ପ୍ରମୁଖ ଦେଶ ଭାବେ ଉଭା ହୋଇଛି । ତେଣୁ ଏହା ଚୀନର ଏକଚାଟିଆ ଅଧିକାର ଉପରେ ବାଧା ସୃଷ୍ଟି କରୁଛି । […]

Continue Reading

ପୁଣି ହଟ୍ ଲୁକ୍‌ରେ ବିଦ୍ୟା ବାଲାନ

ମୁମ୍ବାଇ: ପୁଣି ଥରେ ହଟ୍‌ଲୁକ୍‌ରେ ଦେଖିବାକୁ ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ । ତାଙ୍କର ଏହି ହଟ୍ ଲୁକ୍‌ର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଫିଲ୍ମ ‘ଡାର୍ଟି ପିକ୍‌ଚର’କୁ ନେଇ ବିଦ୍ୟା ବେଶ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏହି ଫଟୋକୁ ନେଇ ସବୁ ମହଲରେ ଢେର ଚର୍ଚ୍ଚା । ଭାଇରାଲ ହେଉଥିବା ଫଟୋଟିରେ ବିଦ୍ୟା ଫୁଲ୍ ବୋଲ୍‌ଡ଼ ଲୁକ୍‌ରେ ନଜରକୁ ଆସିଛନ୍ତି । […]

Continue Reading

UGCର ନୂଆ ନିୟମ: ବିଶ୍ୱବିଦ୍ୟାଳୟ ଓ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ Ph.D ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ନିକଟରେ ୟୁଜିସି ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ନିକଟରେ ହାଇଦ୍ରାବାଦର ଓସମାନିଆ ୟୁନିଭରସିଟି କ୍ୟାମ୍ପସରେ ୟୁଜିସି-ଏଚଆରଡିସି ବିଲଡିଂ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦିଶ କୁମାର ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ […]

Continue Reading

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ଭେଟି; କୋହଳ ହେବ ବୟସସୀମା

ନୂଆଦିଲ୍ଲୀ: ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା। ଅଗ୍ନିବୀରଙ୍କୁ ଭେଟି ଦେଲେ କେନ୍ଦ୍ର ସରକାର । BSFରେ ୧୦ ପ୍ରତିଶତ ଚାକିରୀ ସଂରକ୍ଷଣ ନେଇ ଘୋଷଣା କଲେ ସରକାର । ସେତିକି ନୁହେଁ, ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା । ପ୍ରଥମ ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀର ଆବେଦନକାରୀଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ମିଳିବ । ବାକି ୭୫ ପ୍ରତିଶତଙ୍କୁ ସେନାର ଅନ୍ୟାନ୍ୟ ୟୁନିଟରେ ମିଳିବ […]

Continue Reading

ପଦ୍ମ ଧରିଲେ ଓଲିଉଡ ତାରକା ଦମ୍ପତି ଜିନା ଓ ରୁଦ୍ର

ବାଲେଶ୍ୱର: ପଦ୍ମ ଧରିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଜିନାଙ୍କ ସହ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ପଦ୍ମ ଧରିଛନ୍ତି। ବାଲେଶ୍ୱରରେ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିନା ଓ ରୁଦ୍ରଙ୍କ ସମେତ ୮୦ରୁ ଅଧିକ ଲୋକ ବିଜେପିରେ ସାମିଲ ହୋଇଛନ୍ତି । ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ […]

Continue Reading

ଡାଏଟମ୍‌ ଟେଷ୍ଟ୍ ରିପୋର୍ଟ ବି କହୁଛି ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ରିପୋର୍ଟକୁ ପୋଲିସର ଅପେକ୍ଷା

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାରେ ଶନିବାର ଆସିଛି ଡାଏଟମ୍‌ ଟେଷ୍ଟ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଭଳି ଡାଏଟମ୍‌ ଟେଷ୍ଟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି । ଅର୍ଥାତ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଛି । ଏବେ ଭିସେରା ରିପୋର୍ଟକୁ ସମ୍ବଲପୁର ପୋଲିସ ଅପେକ୍ଷା କରିଛି । ଏଯାବତ, ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କର ଧାରା 160ରେ ବୟାନ […]

Continue Reading