ଅଷ୍ଟ୍ରେଲିଆକୁ ଝଟକା ଦେଲା ଭାରତର ପେସ ଆଟାକ: ୧୮୮ ରନରେ ଅଲଆଉଟ କଙ୍ଗାରୁ
ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଉପରେ ଭାରି ପଡିଛି ଭାରତୀୟ ବୋଲିଂ ସେନା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଧୂଆଁଧାର ଆରମ୍ଭ କରିଛି ଟିମ ଇଣ୍ଡିଆ । ଦୁଇ ପେସ ବୋଲର ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ ଅଷ୍ଟ୍ରେଲିଆକୁ ଝଟକା ଦେଇଛି । ମାତ୍ର ୧୮୮ ରନରେ ପାଭିଲିୟନ ଫେରିଛି ସାରା ଅଷ୍ଟ୍ରେଲିଆ ଟିମ । ଭାରତର ଦ୍ରୁତ ବୋଲରଙ୍କୁ ସାମନା କରିବାରେ ଫେଳ ମାରିଛି ସ୍ମିଥ ସେନା । […]
Continue Reading
