‘ପ୍ରଶ୍ନପତ୍ର ଲିକ୍ ହୋଇନାହିଁ…’: ପରୀକ୍ଷା ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା କଥା ସମ୍ପୂର୍ଣ୍ଣ ଭୁଲ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହା ପଛର ପ୍ରକୃତ ସତ୍ୟତା ସ୍ପଷ୍ଟ ଭାବରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ଉପରେ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ସମୀର ଦାଶ […]

Continue Reading

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି ଦେଖିବାକୁ ମିଳିଛି। ଶୁକ୍ରବାର ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଏହି ବିଦ୍ୟୁତ୍ ତାତି ଦେଖିବାକୁ ମିଳିଥିଲା। ବିଜୁଳି ସରପ୍ଲସ ବା ବଳକା ରାଜ୍ୟ ଓଡ଼ିଶା […]

Continue Reading

ଭାରତ ଉପରେ ଆସିପାରେ ଖାଦ୍ୟ ଉତ୍ପାଦନର ସଂକଟ

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଯୋଗୁଁ ବିଭିନ୍ନ ଦେଶରେ ଅନେକ ପ୍ରକାର କୁପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଖୁବଶୀଘ୍ର କିଛି ଦେଶରେ ଖାଦ୍ୟ ଯୋଗାଣ ସଂକଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହି ତାଲିକାରୁ ଭାରତ ମଧ୍ୟ ବାଦ୍ ପଡିନି । ଧେଶକୁ ଖୁବଶୀଘ୍ର ଜଳ ଏବଂ ଖାଦ୍ୟ ସଂକଟକୁ ସାମନା କରିବାକୁ ପଡିପାରେ । ତେବେ ଏ ନେଇ ଜାରି ହୋଇଥିବା ଏକ ରିପୋର୍ଟରେ ବିଶେଷ ଭାବେ ପ୍ରକାଶ କରାଯାଇଛି । ମିଳିଥିବା […]

Continue Reading

ପଶ୍ଚିମା ଝଡ ପ୍ରଭାବରେ ବଢିବ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷାର ପରିମାଣ । ପଶ୍ଚିମା ଝଡ ପ୍ରଭାବରେ ଗତ ଦୁଇଦିନ ଧରି କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଏହାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, […]

Continue Reading

ପୁଣି କମ୍ପିଲା ପୃଥିବୀ : ଆସାମରେ ଭୂକମ୍ପ ଝଟକା, ୨ ଦିନ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟ ଭୂକମ୍ପ , ତୀବ୍ରତା ୫.୦

ଆସାମ : ଆଜି ସକାଳେ ଉତ୍ତର-ପୂର୍ବ ଆସାମରେ ଭୂକମ୍ପ ଅନୁଭୂତ ହୋଇଛି। ଆସାମର ଦକ୍ଷିଣ ଜୋରହାଟରେ ସକାଳ ପ୍ରାୟ ୯:୦୩ ରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ମାପ କରାଯାଇଛି। ଏଥି ସହିତ ଗତ ଦୁଇ ଦିନ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ହୋଇଥିବା ଭୂକମ୍ପର ପରିମାଣ ରିଚ୍ଟର ସ୍କେଲରେ ୫.୦ […]

Continue Reading

ମାଟ୍ରିକ ପରୀକ୍ଷାରେ ତ୍ରୁଟି: ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ସଂଘାତିକ ତ୍ରୁଟି । ପ୍ରଶ୍ନପତ୍ର ସେଟ ‘ବି’ ସେଟରେ ରହିଛି ‘ଏ’ ସେଟର ପ୍ରଶ୍ନ । ପ୍ରଶ୍ନ ପତ୍ରରେ ୧୯ ନମ୍ବର ପ୍ରଶ୍ନ ବି ନାହିଁ । ପ୍ରଶ୍ନପତ୍ରରେ ଗୋଟିଏ ନମ୍ବର ନ ଥିବାରୁ ଛାତ୍ରଛାତ୍ରୀ ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଉଛନ୍ତି । ଏଭଳି ତ୍ରୁଟି ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଚିନ୍ତାର ପଡି ଯାଇଛି । ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ […]

Continue Reading

ମାଇକ୍ରୋସଫ୍ଟ କମ୍ପାନୀ ଆରମ୍ଭ କଲା ନୂଆ ଫିଚର, MS Office ରେ ଉପଯୋଗ କରିପାରିବେ GPT-4 ଟେକନିକ

ନୂଆଦିଲ୍ଲୀ: ଦୁନିଆର ବଡ ଟେକନିକ କମ୍ପାନୀ ମାଇକ୍ରୋସଫ୍ଟ କମ୍ପାନୀ ଗୁରୁବାର ଦିନ Microsoft 365 Copilot ର ଘୋଷଣା କରିଛି । ଯାହା କମ୍ପାନୀର ପ୍ରଡକ୍ଟିଭ୍ ଆପ ପାଇଁ AI-ସଂଚାଳିତ ଅପଗ୍ରେଟ ଅଟେ । ଏହାଦ୍ୱାରା କମ୍ପାନୀର ଅଫିସ ଆପ ବା ଏମଏସ ୱାର୍ଡ, ଏକ୍ସଏଲ ବା ଆଉଟଲୁକ୍ ଇମେଲରେ .. ର ସୁବିଧା ମିଳିବ । ରେଡମଣ୍ଡ ଫର୍ମର କହିବା ଅନୁସାରେ, ଏହା ଏକ ବଡ ଭାଷା ମଣ୍ଡଳ ଅଟେ । ମାଇକ୍ରୋସଫ୍ଟ ଗ୍ରାଫରେ ବ୍ୟବହାରକାରୀ […]

Continue Reading

୨ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ

ଜୟପୁର: ଆମେ ଦୁଇ-ଆମର ଦୁଇ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ନାରା ଅନେକ ଥର ଶୁଣିବାକୁ ମିଳୁଥିବାବେଳେ ସରକାର ମଧ୍ୟ ଜନସଚେତନତା କରି ୨ଟି ସନ୍ତାନ ଜନ୍ମ ଉପରେ ଜୋର ଦେଉଛନ୍ତି । ଏହାରି ଭିତରେ ଏବେ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ଘୋଷଣା କରାଯାଇଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସମାଜ ପକ୍ଷରୁ କୁହାଯାଇଛି ଯେ ଯଦି କେହି ଦମ୍ପତ୍ତି ୨ରୁ ଅଧିକ ଛୁଆ ଜନ୍ମ କରନ୍ତି […]

Continue Reading

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର: ପଶ୍ଚିମା-ଝଡ଼ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଝଡ଼ ପବନ ସହ ଘଡ଼ଘଡ଼ି ଏବଂ ବର୍ଷା ହୋଇଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଦାରିଙ୍ଗବାଡିଠାରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ସୂଚନା ଅନୁସାରେ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ ଲାଇନ୍‍ ଗତି କରୁଛି । ଏହା ପଶ୍ଚିମବଙ୍ଗ ଓ ଦକ୍ଷିଣ ଓଡ଼ିଶା ମଧ୍ୟଦେଇ […]

Continue Reading

ବିଶ୍ୱବିଦ୍ୟାଳୟର ଅଜବ ପରୀକ୍ଷା; ଫୁଲମାର୍କ ୧୦୦ରୁ ପିଲା ରଖିଲେ ୧୧୫

ମୁମ୍ବାଇ: ପରୀକ୍ଷାରେ ଆଶା କରିଥିବା ନମ୍ବରରୁ ଅଧିକ ପାଇଲେ ସମସ୍ତଙ୍କୁ ଖୁସି ଲାଗେ । ମୁମ୍ବାଇ ବିଶ୍ୱ ବିଦ୍ୟାଳୟର କିଛି ପିଲାଙ୍କୁ ମିଳିଥିଲା ଆଶାତୀତ ନମ୍ବର ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶ୍ୱବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ୫ମ ସେମିଷ୍ଟାର ଗଣିତ ପରୀକ୍ଷାରେ ୧୧୫ ନମ୍ବର ରଖିଛନ୍ତି । ସବୁଠାରୁ ମଜା କଥା ହେଉଛି ଗଣିତର ଫୁଲମାର୍କ ୧୦୦ ଥିବାବେଳେ ପିଲାମାନେ ୧୧୫ ପାଇଛନ୍ତି । ୬ ଜଣ ପିଲାଙ୍କ ମଧ୍ୟରୁ କିଛି […]

Continue Reading