ମୟୁରଭଞ୍ଜରେ ବନ୍ଦ ଡାକରା: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ

ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ ଏହି ଦାବି କରାଯାଇଥିବା ବେଳେ ପିକେଟିଂ ସହ ସ୍ଥାନେ ସ୍ଥାନେ ଚକ ଅଖ ବନ୍ଦ କରିଛି କୁଡୁମୀ ସେନା । ସୂଚନା ଅନୁସାରେ, କୁଡୁମୀ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରିବା ଦାବି ନେଇ ଆଜି ୬ […]

Continue Reading

ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ । ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମର ରଶ୍ମୀବାଳା ପାହିଲ। ସେ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ । ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ […]

Continue Reading

ମାର୍ଚ୍ଚରେ ୟୁ ଟର୍ଣ୍ଣ ମାରି ଆସୁଛି ଥଣ୍ଡା: ନିର୍ଧୁମ ତାତି ପରେ ଫେରିବ ମୌସୂମୀ

ନୂଆଦିଲ୍ଲୀ: ପ୍ରବଳ ଖରା ଏବଂ ତାତି ପରେ ଏବେ ଦେଶରେ ମୌସୂମୀ ପୁଣି ଥରେ ୟୁ ଟର୍ଣ୍ଣ ନେଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ସପ୍ତାହ ପର୍ଯ୍ୟନ୍ତ ଦେଶରେ ତାତିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ବର୍ଷା ପରେ ବଦଳିଯାଇଛି ପାଣିପାଗ । ଏହାବ୍ୟତୀତ ଆଗାମୀ ଦିନମାନଙ୍କ ପାଇଁ ମଧ୍ୟ ପୂର୍ବାନୁମାନ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ମାର୍ଚ୍ଚରେ ଅଚାନକ ଏମିତି ପରିବର୍ତ୍ତନ […]

Continue Reading

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ଚକ୍ରୋକୋଟ ଲେନ୍ କାଜୁ ଜଙ୍ଗଲରେ ୫ ଜଣ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ […]

Continue Reading

୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା, ଭୁବନେଶ୍ୱରରେ ଛେଚୁଛି କୁଆପଥର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ ସହ କୁଆପଥର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବ । ଏବେ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗିର ଓ ପୁରୀ ଜିଲ୍ଲାରେ କାଳବୈଶାଖୀ […]

Continue Reading

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗୋପାଳ ମାନସିକ ରୋଗୀ ନ ଥିଲେ । ସେ କେବେ ବି ବଦଳି ପାଇଁ ଆବେଦନ କରି ନ ଥିଲେ । କାର୍ଯ୍ୟକାଳ ସମୟରେ ସୂଚାରୁ […]

Continue Reading

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ ସିଡିଆର ରିପୋର୍ଟ ମାଗି ଯାଞ୍ଚ ଚଳାଇଛି । କଲ ରେକର୍ଡରୁ ଆଜେକ୍ସ ଶେଷ ଥର କାହା ସହ ଓ […]

Continue Reading

ଏପ୍ରିଲରୁ ୩ ତାରିଖରୁ ମାଟ୍ରିକ ଖାତାଦେଖା, ପଢନ୍ତୁ ପୁରା ଖବର

କଟକ: ଶେଷ ହୋଇଛି ମାଟ୍ରିକ ପରୀକ୍ଷା, ଏବେ ମୂଲ୍ୟାଙ୍କନର ବେଳ। ଆସନ୍ତା ମାସ ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏନେଇ ବୋର୍ଡ ଅଧକ୍ଷ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ସମୟରେ କିଛି ତ୍ରୁଟି ଦେଖା ଦେଇଥିଲା, କିନ୍ତୁ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିବା ସେ କହିଛନ୍ତି। ଚଳିତ ଥର ମୋଟ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ଭରିଥିଲେ। ଏଥିପାଇଁ ୩୨୧୮ଟି […]

Continue Reading

ଆଜି ପଖାଳ ଦିବସ: ବିଶ୍ୱ ଦରବାରରେ ଓଡ଼ିଆର ପରିଚୟ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଲାଗି ହୁଏ ଅନେକ କିସମର ପଖାଳ

ଭୁବନେଶ୍ୱର: କଥାରେ ଅଛି ନଇକେ ବାଙ୍କ୍ ଦେଶକେ ଫାଙ୍କ୍ । ବିଶାଳ ଭାରତ ବର୍ଷରେ ଭାଷାରେ ଯେପରି ଭିନ୍ନତା ରହିଛି ଖାଦ୍ୟରେ ମଧ୍ୟ ବିବିଧତା ଭରି ରହିଛି । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି ରାଜ୍ୟର ଭିନ୍ନ ଏକ। ମହକ ଓ ଭିନ୍ନ ଏକ ସ୍ୱାଦ । ବିଶ୍ୱ ଦରବାରରେ ଓଡିଆ ମାନଙ୍କର ଯଦି କିଛି ସ୍ୱତନ୍ତ୍ର ପରିଚୟ ଥାଏ ତାହା ହେଉଛି ବଡଦେଉଳ ଆଉ ଓଡିଆମାନଙ୍କର ଅତି ପ୍ରିୟ ପଖାଳକୁ […]

Continue Reading

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ୟୁକ୍ରେନର ଅଧିକୃତ ଅଞ୍ଚଳରୁ ପିଲାମାନଙ୍କୁ ବେଆଇନ ଭାବେ ଋଷିଆ ନେଇ ଯାଇଥିବା ଅଭିଯୋଗରେ ପୁଟିନଙ୍କୁ ଦାୟୀ କରି ଏଭଳି ଏକ ଗିରଫ ଓ୍ୱାରେଂଟ ଜାରି ହୋଇଛି। […]

Continue Reading