Loud-Speaker ଉପରେ ବ୍ୟାନ ଲଗାଇଲେ ସରକାର: କେବେ ଏବଂ କେଉଁଠି ଲାଗୁ ହେବ ନିୟମ ?

ନୂଆଦିଲ୍ଲୀ: ଲାଉଡ ସ୍ପିକର ଯୋଗୁଁ ଶବ୍ଦ ପ୍ରଦୂଷଣ ସହ ଅନେକ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟା ଜାତ ହେଉଛି । ବିଶେଷ କରି ଛାତ୍ରଛାତ୍ରୀ ଏବଂ ଅସୁସ୍ଥ ଏବଂ ହୃଦଘାତ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ଏହା ଖୁବ ସମସ୍ୟା ହୋଇ ପଡୁଛି । ନାନା ପର୍ବପର୍ବାଣୀରେ କିମ୍ବା ବିବାହ ଆଦି କାର୍ଯ୍ୟକ୍ରମରେ ଉଚ୍ଚ ସ୍ୱରରେ ଲାଉଡ ସ୍ପିକର ବାଜିବାରୁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆସେ । ତେଣୁ ଏହି ଲାଉଡ ସ୍ପିକରକୁ ନେଇ ଏକ […]

Continue Reading

ଆଗକୁ ଆସୁଛି ଭିନ୍ନ ସ୍ୱାଦର ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’: ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ଜୀ ସାର୍ଥକ ଫିଲ୍ମସ୍ ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’ । ନିକଟରେ ଫିଲ୍ମର ଅଡିଓ ଲୋକାର୍ପିତ ହୋଇଯାଇଛି । ଜି ସାର୍ଥକ ସର୍ବଦା ତା’ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସୁଛି । ଜଣେ ପିଲା ଅନିଛା ସତ୍ତ୍ୱେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ବିବାହ କରିଛି, ତାହା ପୁଣି ଭିନ୍ନ ଉପାୟରେ । ବାହାଘର ପରେ କାହାଣୀରେ ଆସୁଛି ନୂଆ […]

Continue Reading

Ind Vs Aus ଚତୁର୍ଥ ଟେଷ୍ଟରେ ବିରାଟ-ଭରତ ଲଢେଇ: ଉସ୍ମାନ ଖ୍ୱାଜାଙ୍କ ଯୋଗୁଁ ଦଳରେ ମତାନ୍ତର

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଭାରତର ଦୁଇ ଷ୍ଟାର ଖେଳାଳି ନିଜ ନିଜ ଭିତରେ ଲଢୁଥିବାର ଘଟଣା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ମଧ୍ୟରେ ଏହି ଘଟଣା ଏବେ ଖୁବ ଚର୍ଚ୍ଚାକୁ ଆସିଛି । ତେବେ ଏହି ମତାନ୍ତରର ମୁଖ୍ୟ କାରଣ ପାଲଟିଛନ୍ତି ଅଷ୍ଟ୍ରେଲିଆର ଓପନର ଉସ୍ମାନ ଖ୍ୱାଜା । ତେବେ ଝଗଡା ହେବାର କାରଣ ମଧ୍ୟ ଖୁବ ମାମୁଲି ଥିବା […]

Continue Reading

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’: ୧୮ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର:  ଗତ ୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଜନଜାତି ସମ୍ପ୍ରଦାୟ ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି । ବିଭିନ୍ନ ପର୍ଯ୍ୟାୟରେ ୧୪ ଲକ୍ଷ ଜନଜାତି […]

Continue Reading

୨୦ ମହଲାରୁ ଖସି ଓୟୋ ଫାଉଣ୍ଡରଙ୍କ ରିତେଶଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ

ମୁମ୍ବାଇ: ଦେଶର ଚର୍ଚ୍ଚିତ ଓୟୋ ରୁମ୍ସ ଚେନ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରୁ ଖସି ପଡିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ରମେଶଙ୍କ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ଚଳିତ […]

Continue Reading

ଅଧିକ ଆଇରନ ଟାବଲେଟ ଖାଇବା ପାଇଁ ଲାଗିଥିଲା ଚ୍ୟାଲେଞ୍ଜ, ଆଉ ତା ପରେ..

ଉଟୀ:  ଉଟ୍ଟୀ ସହରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଦୁଃଖିତ କରିଛି । ଉଟୀ ମ୍ୟୁନିସିପାଲ ଊର୍ଦ୍ଦୁ ମିଡିଲ ସ୍କୁଲର ୮ମ ଶ୍ରେଣୀର କେତେକ କେତେକ ଛାତ୍ର ଓ ଛାତ୍ରୀ ପରସ୍ପର ମଧ୍ୟରେ ଅଧିକ ଆଇରନ ଟାତାମିଲନାଡୁରବଲେଟ ଖାଇବା ନେଇ ଚ୍ୟାଲେଞ୍ଜ ପଡିଥିଲା । ୧୩ ବର୍ଷୀୟା ଜେବା ଫାତିମା ସର୍ବାଧିକ ୪୫ ବଟିକା ଖାଇ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତି […]

Continue Reading

ପୁରୀରେ ପୁଣି ଅଗ୍ନିକାଣ୍ଡ: ଜଳୁଛି ନିଳାଦ୍ରୀ କମ୍ପ୍ଲେକ୍ସ, କାହିଁକି ବାରମ୍ବାର ଘଟୁଛି ଏପରି ଘଟଣା

ଭୁବନେଶ୍ୱର: ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସାରା ମାର୍କେଟକୁ ବ୍ୟାପିଯାଇଥିଲା । ନିକଟରେ ଥିବା ଦୋକାନଗୁଡ଼ିକରେ ପୋଷାକ, ଚପଲ, କସମେଟିକ୍ସ ଜିନିଷ ରହିଥିବାରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡ଼ିଥିଲା । ତେବେ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକକଳ ବାହିନୀ ଉପସ୍ଥିତ ରହି ସଂଘର୍ଷ ଚଳାଇଥିଲେ ହେଁ ନିଆଁ ଲିଭିବାର ନାଁ […]

Continue Reading

ଆଜି ଠାରୁ ମାଟ୍ରିକ ପରୀକ୍ଷା,ପିଲାଙ୍କୁ ଜଗିବ ସିସିଟିଭି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ଥର ମୋଟ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ପରୀକ୍ଷା ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ କହିଛନ୍ତି ଯେ, […]

Continue Reading

ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ: ଅଙ୍ଗନୱାଡ଼ି ପରେ ପିଲାମାନେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। ମାତ୍ର ନୂଆ ବ୍ୟବସ୍ଥା ଅନୁଯାୟୀ ପିଲାମାନେ ଅଙ୍ଗନୱାଡ଼ି ସାରିବା ପରେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ। ପିଲାଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପ୍ଲେ-ସ୍କୁଲ୍‍ ଢାଞ୍ଚାରେ ପାଠପଢ଼ା ପ୍ରତି ଆକୃଷ୍ଟ […]

Continue Reading

ତ୍ରିପୁରାରେ ପୁଣି ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମାଣିକ ସାହା

ନୂଆଦିଲ୍ଲୀ: ତ୍ରିପୁରା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରାଯାଇଛି । ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ସିଂହାସନ ଆରୋହଣ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସାହା । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ରମନ୍ତ୍ରୀ ଭାବରେ ଶାସନ କରିବେ । ବିଧାୟକ ଦଳର ବୈଠକରେ ଏ ନେଇ ନିଷ୍ପତ୍ତି ପରେ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିବେ ମାଣିକ ସାହା । ନିଜ ସିଟରୁ ନିର୍ବାଚନ ଲଢିବା ସହ ପ୍ରତ୍ୟେକ ସିଟରେ ନେତୃତ୍ୱ ନେଇଥିଲା […]

Continue Reading