ଇତିହାସ ରଚିଲା ଇସ୍ରୋ, ବାହୁବଳୀ ରକେଟ୍ରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ: ଭାରତର ବହୁପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ବାହାରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ୍ ସେଣ୍ଟରୁ ୨ଟା ୨୫ ମିନିଟ୍ରେ ଲଞ୍ଚ ହୋଇଥିଲା। ଚନ୍ଦ୍ରରେ ପହଞ୍ଚିବା ପରେ ଋଷ, ଆମେରିକା, ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିବ। ଚନ୍ଦ୍ରରେ ଲ୍ୟାଣ୍ଡ କରିବାକୁ ଥିବା ଲ୍ୟାଣ୍ଡର ବିକ୍ରମ୍ ଇସ୍ରୋର ବାହୁବଳି ରକେଟ୍ ଜିଏସ୍ଏଲ୍ଭି ଏମକେ-୩ ରେ ଅନ୍ତରିକ୍ଷକୁ ଯାଇଛି । ଚନ୍ଦ୍ରଯାନ-୩ କୁ ପୃଥିବୀରୁ ଯାଇ ଚନ୍ଦ୍ରରେ ପହଞ୍ଚିବା ପାଇଁ […]
Continue Reading