ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍
ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ ୩ ବର୍ଷର ଶିଶୁ ଏକ ୪୦ ଫୁଟର ଗଭୀର ବୋରୱେଲ ଭିତରେ ଖସି ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଟିମ୍ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ସହିତ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା […]
Continue Reading
