କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ କଲେଜ ମାଗିଲା ୧୫ ହଜାର ଟଙ୍କା: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର: କଲେଜ ପାଠପଢ଼ା ସରିବା ପରେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କଲେଜରୁ ଏହି ସାର୍ଟିଫିକେଟ ନେଇ ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥାନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ ଟଙ୍କା ମଗା ଯାଇଛି । ଏଭଳି ଅଭିଯୋଗ କରିଛନ୍ତି କିଛି ଛାତ୍ରଛାତ୍ରୀ । ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାର ଭାପୁରୁ ବ୍ଲକରୁ ଆସିଛି ଏଭଳି ଏକ ଘଟଣା । ବ୍ଲକର ବାଇଗୁଣିଆ ଗ୍ରାମରେ ଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର […]
Continue Reading
