ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବ ନୌସେନା । ଏଥିସହ ୩ଟି ସ୍କୋର୍ପେନ୍ ସବମେରାଇନ୍ (ବୁଡ଼ାଜାହାଜ) କିଣିବା ଲାଗି ନିଷ୍ପତ୍ତି ହୋଇଛି । ଯାହାକୁ ମାଜାଗନ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ତିଆରି କରିବ । ଏଥିରେ […]

Continue Reading

ବାହାନଗା ଟ୍ରାଜେଡିର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡର ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସିବିଆଇ ପରୀକ୍ଷା କରିଛି । ସୂଚନା ଅନୁଯାୟୀ, ଜୁନ ୨ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟ ଅବହେଳା କରିଥିବାରୁ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ସିବିଆଇ ଅନେକ […]

Continue Reading

୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ରାଜ୍ୟ ସରକାରଙ୍କ ଏହି ବିଜୁ ସେତୁ ଯୋଜନାରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ବ୍ୟୟ ଅଟକଳ ୫୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୦୦ କୋଟିକୁ ବୃଦ୍ଧି […]

Continue Reading

ପକ୍ଷୀଙ୍କ ମଧ୍ୟରେ ବି ହୋଇଥାଏ ବ୍ରେକଅପ

ଅସହମତ, ସମ୍ପର୍କରେ ତିକ୍ତତା ଓ ତୃତୀୟ ବ୍ୟକ୍ତିର ପ୍ରବେଶ ନିଶ୍ଚିତ ଭାବେ ଏକ ବିବାହିତ ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ହୋଇଥାଏ । କେବଳ ମଣିଷଙ୍କ କ୍ଷେତ୍ରରେ ଏହା ହୋଇଥାଏ ତାହା ଭାବିବା ଭୁଲ । ଏକ ଗବେଷଣାରେ ପକ୍ଷୀମାନଙ୍କ କ୍ଷେତ୍ରରେ ଏ ଭଳି ଘଟଣା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁରୁଷ ପକ୍ଷୀ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ସାଥୀଠାରୁ ଅଲଗା ହେବାକୁ ଚାହିଁଥାଏ । ଜର୍ମାନୀ ଓ ଚୀନର ଗବେଷକମାନେ […]

Continue Reading

ଆଜିଠାରୁ ବନ୍ଦ ରହିବ ସମସ୍ତ ସ୍କୁଲ: ରାଜ୍ୟରେ ପ୍ରବଳ ବର୍ଷାରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରଳ ବର୍ଷା ଲାଗି ରହିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଯମୂନା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଆଶଙ୍କା ଅଶଙ୍କା ରହିଛି । ତେଣୁ ରାଜ୍ୟ ସରକାରଏହି ସମୟରେ ପିଲାମାନଙ୍କୁ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜିଠାରୁ ଆସନ୍ତା ରବିବାର ଅର୍ଥାତ୍ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ […]

Continue Reading

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି। ଏହି ଦୁଇ ଜଣ ଅନ୍ୟ ଲୋକଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିବା […]

Continue Reading

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୋଦୀ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Continue Reading

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି । ସୂଚନା ଅନୁସାରେ, ଶ୍ରୀଜିଉଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ପଞ୍ଚମ ଦିନରେ ହେରାପଞ୍ଚମୀ ତିଥୀ ପାଳନ କରାଯାଏ । ଏଥିରେ ମାଆ ଲକ୍ଷ୍ମୀ ସାଆନ୍ତାଣି […]

Continue Reading

କଟା ଡ୍ରେସ ପିନ୍ଧିଲେ ଦିଅଁ ଦର୍ଶନ ମନା: ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିଲା କଟକଣା

ପୁରୀ: ଏଣିକି ଶ୍ରୀମନ୍ଦିର ଯିବା ପାଇଁ ଭକ୍ତଙ୍କଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ ଅଙ୍ଗକୁ ଢାଙ୍କିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ପାଶ୍ଚାତ୍ୟ ପୋଷାକ ଉପରେ ଲାଗିପାରେ ବ୍ୟାନ । ଅନେକ ଦିନରୁ ଏ ନେଇ ତର୍ଜମା ଚାଲିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ […]

Continue Reading

ବାବା ଭେଙ୍ଗାଙ୍କ ୨୦୨୩ ଭବିଷ୍ୟବାଣୀ: ଏହି ୬ ମାସରେ ହେବ ଭୟଙ୍କର ଘଟଣା, ଡରିଲାଣି ସାରା ଦୁନିଆ

ନୂଆଦିଲ୍ଲୀ: ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ପ୍ରତ୍ୟେକଟି ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି । ପ୍ରତ୍ୟେକବର୍ଷ ପୃଥିବୀରେ ଘଟୁଥିବା ଏବଂ ଆଗକୁ ହେବାକୁ ଥିବା ବିଭିନ୍ନ ଘଟଣାବଳୀକୁ ନେଇ ଦୀର୍ଘ ବର୍ଷ ପୂର୍ବରୁ ସୂଚନା ଦେଇଛନ୍ତି । ତେଣୁ ବର୍ଷର ବିଭିନ୍ନ ସମୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହୋଇଥାଏ । ୧୧୧ ବର୍ଷ ପୂର୍ବେ ବାବା ଭେଙ୍ଗାଙ୍କ ସମସ୍ତ ଭବିଷ୍ୟବାଣୀକୁ ନେଇ ସାରା ବିଶ୍ୱରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ୨୦୨୨ […]

Continue Reading