୧୬୦୦ଟଙ୍କିଆ ଦାମୀ ଦୋସା
ଦୋସା ଖାଇବାକୁ ସମସ୍ତେ ପ୍ରାୟ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କେବେ ୧୬୦୦ଟଙ୍କିଆ ଦୋସା ଖାଇଛନ୍ତି ?ଆମେରିକାର ନ୍ୟୁୟର୍କ,ସାନ୍ଫ୍ରାନସିସକୋ ଭଳି ଅଗ୍ରଣୀ ସହରରେ ଭାରତୀୟ ରେସ୍ତେରାଁ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ନ୍ୟୁୟର୍କରେ ୧୯୯୦ବେଳକୁ ଦକ୍ଷିଣ ଭାରତୀୟ ରେସ୍ତୋରାଁ ‘ପୋଙ୍ଗଲ’ର ଆରମ୍ଭ ହୋଇଥିଲା । ସେତେବେଳେ କେବଳ ଭାରତୀୟ ଲୋକେ ସେଠି ଭିଡ କରୁଥିଲେ । ସମୟକ୍ରମେ ବିଦେଶୀମାନେ ବି ଆମ ଭାରତୀୟ ଖାଦ୍ୟ ମୋହରେ ବାନ୍ଧିହେଲେ । ଖାଦ୍ୟ ତାଲିକାଠାରେ ସବୁଠୁ ଆଗରେ ଦୋସା […]
Continue Reading
