ଆସିଲା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ

ମୁମ୍ବାଇ: ଆସିଲା ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ। ଦ୍ରୁତ ଗତିରେ ଗାଡ଼ି ଚାଳନା ହିଁ ତାଙ୍କ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ କୁହାଯାଇଛି। ଗତ ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ସାଇରସଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। କାରଟି ଅଧିକ ତ୍ରୁତଗତିରେ ଯାଇଥିବା କାରଣରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ କୁହାଯାଇଛି। ଏନେଇ ମହାରାଷ୍ଟ୍ର ପାଲଘର ଏସ୍‌ପି ବାଲାସାହେବ ପାଟିଲ କହିଛନ୍ତି ତଦନ୍ତ ଜାରି ରହିଛି। […]

Continue Reading

‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ ଆପଣ ମାଗଣାରେ ଜିନ୍ସ ଏବଂ କଣ୍ଡୋମ ମଧ୍ୟ ଦାବି କରିବେ। ତାଙ୍କର ଏମିତି ଆଶାଳୀନ ଟିପ୍ପଣୀକୁ ଶିବସେନା ଏବଂ କଂଗ୍ରେସ ଘୋର ନିନ୍ଦା କରିଛନ୍ତି। ସଶକ୍ତ ବେଟି, ସମୃଦ୍ଧ ବିହାର […]

Continue Reading

ମୁକେଶ ଆମ୍ବାନୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା, ଏବେ ତାଙ୍କୁ ୫୫ ଜଣ ଜଗିବେ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ିଲା। କେନ୍ଦ୍ର ଗୃହମନ୍ତ୍ରଣଳାୟ ପକ୍ଷରୁ ମୁକେଶ ଆମ୍ବାନୀଙ୍କ ସୁରକ୍ଷା କଭରକୁ ବୃଦ୍ଧି କରାଯାଇ ଥିବା ସୂଚନା ମିଳିଛି। ଏବେ ଆମ୍ବାନୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମିଳିବ। ଆମ୍ବାନୀଙ୍କ ଜୀବନ ପ୍ରତି ବିପଦ ଥିବା ଗୋଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ମୁକେଶ ଆମ୍ବାନୀଙ୍କୁ ପୂର୍ବରୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ ବର୍ଷ ମୁକେଶ […]

Continue Reading

ଦେଶର ଗରିବ ଲୋକଙ୍କ ପାଇଁ ଖୁସି ଖବର , ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଦେଶର ଗରିବ ଲୋକ ମାନଙ୍କ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ଖାଦ୍ୟ ଯୋଜନା ଅଧୀନରେ ଦେଶର ଅଧିକାଂଶ ଜନସଂଖ୍ୟାକୁ ସରକାର ସାମିଲ କରିଛନ୍ତି । ସରକାରଙ୍କ ଉପରେ […]

Continue Reading

ଅନୀଲ ଚୌହ୍ୱାନ ନୂଆ CDS : କେନ୍ଦ୍ର ସରକାର ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ନିଯୁକ୍ତି ପାଇଲେ ନୂଆ ସିଡିଏସ। ଅବସରପ୍ରାପ୍ତ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ସିଡିଏସ୍ ସହିତ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟକରିବେ। ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ’ ରେ ଅବସର ଗ୍ରହଣ କରିଥିଲେ। ୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ […]

Continue Reading

ଜାମିନ ପାଇଲେ ଆପ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଜାମିନ ପାଇଲେ ଆପ ବିଧାୟକ। ୱାକଫ ବୋର୍ଡ଼  ସ୍କାମ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଅମାନତୁଲ୍ଲା ଖାନଙ୍କୁ ଆଜି  ଦିଲ୍ଲୀ କୋର୍ଟ ଜାମିନ ଦେଇଛନ୍ତି।  ଗତ ସେପ୍ଟମ୍ବର ୧୬ରେ ଆଣ୍ଟି କରପ୍ସନ୍‌ ବ୍ୟୋରୁ(ଏସିବି) ପକ୍ଷରୁ ଖାନଙ୍କୁ  ଗିରଫ କରାଯାଇଥିଲା। ଚଢ଼ାଉ ବେଳେ ଏସିବି ଅନେକ ଆପତ୍ତିଜନକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅମାନତୁଲ୍ଲାଙ୍କ ନାମରେ ୭/୧୩ ପିସି ଆକ୍ଟ ୧୯୮୮ (ସଂଶୋଧିତ ୨୦୧୮), ଧାରା ୪୦୯ ଏବଂ ୧୨୦ବି […]

Continue Reading

ହକି ବିଶ୍ୱକପ ମ୍ୟାଚ୍‌ସୂଚୀ: ସ୍ପେନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ୍‌ସୂଚୀ ପ୍ରକାଶ ପାଇଛି। ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚ୍‌ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ ହେବ। ହେଲେ ଏହା ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ନାହିଁ। ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ଲିଗ୍‌ ମ୍ୟାଚ୍‌ ରାଉରକେଲାରେ ନୂଆ କରି ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। […]

Continue Reading

ଉଦ୍ଧବ ଦଳକୁ ଝଟକା;ଉଦ୍ଧବଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ସୁପ୍ରିମକୋର୍ଟ

ମୁମ୍ବାଇ: ଉଦ୍ଧବ ଦଳ କୁ ଝଟକା। ସୁପ୍ରିମକୋର୍ଟଙ୍କ ଉଦ୍ଧବ ଙ୍କ ଦଳ ବିପକ୍ଷ ରେ ଏକ ପ୍ରତିକାର ଦେଇଛନ୍ତି। ଯାହା ଏକନାଥ ସିନ୍ଦେ ଦଳ ପାଇଁ ଏକ ଆରାମ ଭଳି ସୂଚନା ମିଳୁଛି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତ ଶିବସେନା ଉଦ୍ଧବ ଦଳ କିମ୍ବା ସିନ୍ଦେ ଦଳର ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବାକୁ ପଡିବ। ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିବାକୁ ଉଦ୍ଧବ […]

Continue Reading

ଭାଙ୍ଗୁଛି ଗେହଲଟଙ୍କ ଗଡ, ଧିରେ ଧିରେ ବଢୁଛି ପାଇଲଟଙ୍କ ବଳ

ନୂଆଦିଲ୍ଲୀ  : ରାଜସ୍ଥାନ ରାଜନୀତିରେ ପାଇଲଟ ଓ ଗେହଲଟଙ୍କ ଯୁଦ୍ଧ ଏବେ ରୋଚକ ମୋଡରେ ପହଂଚିଛି । ସେପଟେ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ଜାତୀୟ ଅଧ୍ୟକ୍ଷ ହେବାକୁ କୁଟନୀତି ଚଳାଇଥିବା ବେଳେ ଏବେ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଜଣଙ୍କ ପରେ ଜଣେ ପାଇଲଟଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି । ଗତକାଲି ଗେହଲଟଙ୍କ କ୍ୟାମ୍ପର ବିଧାୟକ ଇନ୍ଦିରା ମିଣା, ମଦନ ପ୍ରଜାତି ଓ ଜିତେନ୍ଦ୍ର ସିଂ ପାଇଲଟଙ୍କୁ ସମର୍ଥନ କରି ବୟାନ ଦେଇଥିବା ବେଳେ […]

Continue Reading

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ‘ଖେଲା’ କରିବ କି ବିଜେପି ?

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିରୋଧୀ ବିଜେପି ନିରବ ରହିଛି। ଯଦିଓ କଂଗ୍ରେସକୁ ନେଇ ବିଜେପି ନେତା କଡା ପ୍ରତିକ୍ରିୟା ରଖୁଛନ୍ତି ହେଲେ ସରକାର ଗଢିବା ନେଇ କୌଣସି ଗୋଟି ଚଳାଉଥିବା ଦେଖିବାକୁ ମିଳୁନି। ଯାହା ଅନ୍ୟ ସମୟରେ ବିଜେପି କରିଥିବାର ନଜିର ରହିଛି। କିନ୍ତୁ ସାଧାରଣରେ ଗୋଟିଏ ପ୍ରଶ୍ନ ଉଠୁଛି କଂଗ୍ରେସରେ ବିଦ୍ରୋହର ଫାଇଦା ଉଠାଇବ କି ବିଜେପି ? ରାଜସ୍ଥାନ ସରକାରର ମଙ୍ଗ ଧରିବାକୁ ଆବଶ୍ୟକ ପଦକ୍ଷେପ ନେବ କି ବିଜେପି? ରାଜନୈତିକ […]

Continue Reading