ଓଡ଼ିଶାରେ ୮୩ ପ୍ରତିଶତ ମହିଳା କହିଲେ ସ୍ୱାମୀଙ୍କ ସହ ସମ୍ଭୋଗ ରଖିବା ବାଧ୍ୟତାମୂଳକ ନୁହେଁ, ପୁରୁଷଙ୍କ ମତ ?
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଶିଶୁ ଜନ୍ମ ପୂର୍ବ ଭଳି କରୁନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ସର୍ଭେ କରି ଏପରି ଏକ ରିପୋର୍ଟ ଦେବା ପରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଦେଶର ୮୨% ମହିଳା ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିପାରନ୍ତି ବା ବାଧ୍ୟତାମୂଳକ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ତାର ସର୍ଭେ ରିପୋର୍ଟରେ କହିଛି। ସର୍ଭେ ରିପୋର୍ଟରେ କୁହାଯାଇଛି, ଦେଶର ଏକ ତୃତୀୟାଂଶ ବା ୩୨% ରୁ କମ୍ […]
Continue Reading
