ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡ଼ିଶାରୁ ଦୀପଜ୍ୟୋତି ମୁଣ୍ଡ ମନୋନୀତ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୀପଜ୍ୟୋତି ମୁଣ୍ଡ । ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଦୀପଜ୍ୟୋତି ମୁଣ୍ଡଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ସମୀର […]

Continue Reading

କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଲେ ତାରା ବାହିନୀପତି

ଭୁବନେଶ୍ବର : ପଦାରେ ପଡୁଛି କଂଗ୍ରେସ କନ୍ଦଳ । କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ତାରାପ୍ରସାଦ । ତାଙ୍କ କହିବା କଥା ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀ ଏକଜୁଟ ଅଛନ୍ତି । ହେଲେ କଂଗ୍ରେସର ଦୁର୍ବଳ ନେତୃତ୍ବ ଯୋଗୁଁ ଜିଲ୍ଲାସ୍ତରର କର୍ମୀ କିଛି କରିପାରୁନାହାନ୍ତି । ଏଥିପାଇଁ ପିସିସିଙ୍କ ଦକ୍ଷତା ଉପରେ ସେ ପ୍ରଶ୍ନ […]

Continue Reading

ଅଡୁଆରେ ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର : ଅଡୁଆରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ଭର୍ତ୍ତୃହରିଙ୍କ ସହ ସ୍ବାମୀ ଲୋକରଞ୍ଜନ ମହତାବ ଓ ଶାଶୂ ମହାଶ୍ବେତା ମହତାବଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ । ସୂଚନା ଅନୁସାରେ, ୨୦୧୬ ଡିସେମ୍ବରରେ ଲୋକରଞ୍ଜନଙ୍କର ବାହାଘର ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କ ସହ ହୋଇଥିଲା […]

Continue Reading

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି ବୋହୂ

ବଲାଙ୍ଗିର : ସବୁ ସୀମା ଟପିଗଲା ବର୍ବରତା । ବଲାଙ୍ଗିର ବରପାଲିପଡ଼ାରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଶାଶୁକୁ ମାଡ଼ ମାରିଲା ବୋହୂ । ଅତି ନିର୍ଦ୍ଦୟ, ଅତି ଅମାନୁଷିକ । ଗାଁ ଦାଣ୍ଡରେ ଶାଶୁର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ପୁଅର ମୃତ୍ୟୁ ପରେ ସମ୍ପତ୍ତି ନେବାକୁ ଚକ୍ରାନ୍ତ କରୁଥିଲା ବୋହୂ । ଶାଶୁ ସହ […]

Continue Reading

ଦିନେ ଚା’ ବଗିଚାରେ କାମ କରୁଥିଲେ, ଆଜି ମୋଦି କ୍ୟାବିନେଟରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେ କହୁଛୁ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲାଙ୍କ କଥା । ଚା […]

Continue Reading

ପଶ୍ଚିମ ଓଡ଼ିଶାରୁ ୫ ସାଂସଦ, କାହାକୁ ବି ମିଳିଲାନି ଟିମ୍ ମୋଦିରେ ସ୍ଥାନ

ନୂଆଦିଲ୍ଲୀ: ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରାଟ ଅଦଳବଦଳ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୭୮ ମନ୍ତ୍ରୀ ଅଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି । ଓଡ଼ିଶାରୁ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି । କିନ୍ତୁ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଏବେ ଚର୍ଚ୍ଚା […]

Continue Reading

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ପୁଷ୍କର ସିଂ। ଶନିବାର ବିଜେପି ଖତିମା ବିଧାୟକ ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ଦିନ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଆଜି ଏହି ପଦବୀରେ ପୁଷ୍କର ସିଂ ଧାମିଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ଦିନ […]

Continue Reading

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ ରହିପାରିବେ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ତୀରଥ ସାଂସଦ ଥିଲେ । କରୋନା ଯୋଗୁ ଉତ୍ତରାଖଣ୍ଡରେ ଉପନିର୍ବାଚନ ନେଇ ସସପେନ୍ସ ରହିଛି । […]

Continue Reading

ଧାନ କିଣାରେ ଅବ୍ୟବସ୍ଥା, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ : ମଣ୍ଡିରେ ଧାନ କିଣାକୁ ନେଇ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଏବେ ସରକାରଙ୍କୁ ଘେରିଛି ବିଜେପି । କଟକ ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ମଣ୍ଡିରେ ଥିବା ସମସ୍ତ ଧାନକୁ ସରକାର କିଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି କଟକ ବିଜେପି । ବିଜେପି କହିଛି, ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ […]

Continue Reading

ପଞ୍ଚାୟତ ନିର୍ବାଚନ ଲଢିବନି ବିଏସପି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବିଏସପି ଲଢିବନି ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ମାୟାବତୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛୁ। ଯଦି ନିର୍ବାଚନ ନିରପେକ୍ଷ ହୋଇଥାନ୍ତା ତେବେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥା’ନ୍ତୁ। ଏହି ନିର୍ବାଚନରେ ​​ସେମାନଙ୍କର ସମୟ ଏବଂ ଶକ୍ତି ବିନିଯୋଗ ନକରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ମାୟାବତୀ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ […]

Continue Reading