ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ

ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି ।

Continue Reading

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଆଗରେ ରହିଛନ୍ତି । ସଦର ଏନଏସିରେ ନୂଆପଡାରେ ସ୍ୱାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ହୋଇଛନ୍ତି । ମହମ୍ମଦ […]

Continue Reading

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି । ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଜେପି ଏଜେଣ୍ଟ ଅନୀଲ ସିଂଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି […]

Continue Reading

ପୌର ନିର୍ବାଚନ: ବଲାଙ୍ଗିରରେ ବିଜେଡି-କଂଗ୍ରେସ ମୁହାଁମୁହିଁ, ଦୁଇ ଆହତ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ ଆଜି କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ, ଝଙ୍କରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ୱାର୍ଡର ୩ଟି ବୁଥରେ ମତଦାନ ଚାଲିଥିଲା । ବୁଥ କ୍ୟାପଚରିଂକୁ ନେଇ ଉଭୟେ କଂଗ୍ରେସ ଓ ବିଜେଡି ମୁହଁମୁହିଁ ହୋଇଥିବା ଜଣାପଡ଼ିଛି । ଏଥିରେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି । ଖବର ଅନୁସାରେ, କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସମ୍ପାଦିକା ଫିରୋଜ ଖାଁ ଆହତ […]

Continue Reading

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ”ଦ କାଶ୍ମୀର ଫାଇଲ୍ସ” ଟିମ୍

ଲକ୍ଷ୍ନୌ : ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଷ୍ଟାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଶପଥ ଗ୍ରହଣ କରିବେ ।ଏହି ଶପଥ ଉତ୍ସବରେ ସାମିଲ ହେବା ପାଇଁ ଯୋଗୀ ବହୁ ନେତା ମନ୍ତ୍ରୀ, ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନଙ୍କୁ ଡାକିଛନ୍ତି । ଏହି ସମାରୋହରେ ପ୍ରାୟ ୨୦ ହଜାର ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

ପୌର ନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ମତଦାନ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟରେ ସରିଲା ପ୍ରଚାର । ୨୪ ତାରିଖ ଗୁରୁବାର ଭୋଟ ଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀମାନେ ସନ୍ଧ୍ୟା ୫ଟି ସୁଦ୍ଧା ପ୍ରଚାର ଶେଷ କରିଛନ୍ତି ।ରାଜ୍ୟରେ ୫୯ଟି ବିଜ୍ଞପିତ ପରିଷଦ , ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ କାଲି ଭୋଟ ଗ୍ରହଣ ହେବ । ୪ ହଜାର ୩୭୩ବୁଥରେ ମୋଟ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ […]

Continue Reading

ପୌର ନିର୍ବାଚନ ପ୍ରସ୍ତୁତି: ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର । ଭୋଟ୍ ଗ୍ରହଣ ତାରିଖ ପାଖେଇବା ସହ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏ ମତଦାନ ଚାଲିବ । ଭୋଟ୍ ଗ୍ରହଣ କାମରେ ନିୟୋଜିତ ହେବେ ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ । ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ଜଣ ପୋଲିଂ ଅଫିସର ରହିବେ । ୨୩ ତାରିଖ ସନ୍ଧ୍ୟା […]

Continue Reading

ଆପ୍‌ ର ୧୦ ଜଣ ବିଧାୟକ ନୂଆ ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ରୂପେ ଶପଥ ନେଲେ

ଚଣ୍ଡୀଗଡ଼ : ନୂଆ ପଞ୍ଜାବ କ୍ୟାବିନେଟରେ ଶପଥ ନେଲେ ଆପର ୧୦ ଜଣ ବିଧାୟକ । ଆଜି ଚଣ୍ଡିଗଡ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି । ଶନିବାର ଦିନ ୧୧.୧୦ ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ଆଜି ଶପଥ ଗ୍ରହଣ କରିଥିବାଆପ୍ ବିଧାୟକ ମାନେ ହେଉଛନ୍ତି ହରପାଲ ସିଂହ ଚୀମା , […]

Continue Reading

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ । ଚଳିତ ନିର୍ବାଚନରେ ଭଗୱନ୍ତଙ୍କୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତାଙ୍କ ନେତୃତ୍ୱରେ ରାଜ୍ୟରେ ଆପ ବହୁମତ ହାସଲ କରିବା ସହ ଇତିହାସ ରଚିଥିଲା । ଦିଲ୍ଲୀ ପରେ ଦ୍ୱିତୀୟ ଥର ପାଇଁ ପଞ୍ଜାବରେ ଆପ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ପଞ୍ଜାବ ବିଧାନସଭାର ମୋଟ ୧୧୭ଟି ଆସନ ମଧ୍ୟରୁ […]

Continue Reading

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା: ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଲେ ଏପରି…

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ କହିଥିଲେ । ନବଜୋତ ସିଂ ସିଦ୍ଧୁ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ସେ ଏ ବିଷୟରେ ଟ୍ୱିଟ କରି ଇସ୍ତଫା ପତ୍ର ସେୟାର କରିଛନ୍ତି । ଇସ୍ତଫା ପତ୍ରରେ ସିଦ୍ଧୁ […]

Continue Reading