ସୂର୍ଯ୍ୟକୁମାରଙ୍କୁ ନେଇ ୧୦ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା

ମୁମ୍ୱାଇ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟିରେ ଧୂଆଁଧାର ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ମାରି ଚୟନ କମିଟିର ଭରସା ଜିତିଛନ୍ତି । କିନ୍ତୁ ୧୦ ବର୍ଷ ତଳେ ସୂର୍ଯ୍ୟକୁମାରଙ୍କୁ ନେଇ ଏମିତି କିଛି ଭବିଷ୍ୟବାଣୀ କରିଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ୨୦୧୧ ମସିହା ଡିସେମ୍ୱର ୧୦ ତାରିଖରେ ସେ ଗୋଟିଏ ଟ୍ୱିଟ୍ କରିଥିଲେ […]

Continue Reading

ଆଜି ଭାରତ-ଇଂଲଣ୍ଡ ତୃତୀୟ T20: ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି ରୋହିତ

ଅହମ୍ମଦାବାଦ: ଆଜି ଖେଳାଯିବ ଭାରକ-ଇଂଲଣ୍ଡ ତୃତୀୟ ଟି-ଟ୍ୱେଣ୍ଟି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ୧-୧ରେ ବର୍ତ୍ତମାନ ଦୁଇ ଦଳ ବରାବର ସ୍ଥିତିରେ ରହିଛନ୍ତି । ଆଜିର ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶକୁ ଫେରି ପାରନ୍ତି ଓପନର ରୋହିତ ଶର୍ମା । ଗତ ଦୁଇଟି ମ୍ୟାଚରେ ଫେଲ୍ ମାରିଥିବା ଲୋକେଶ ରାହୁଲଙ୍କୁ ବିଶ୍ରାମ ମିଳିପାରେ । ରୋହିତ ଓ ଇଶାନ କିଷାନ ଇନିଂସ ଓପନ କରିପାରନ୍ତି । ପଦାର୍ପଣ ମ୍ୟାଚରେ ଧୂଆଁଧାର […]

Continue Reading

ସନ୍ୟାସୀ ସାଜିଲେ ଧୋନି, IPL ପୂର୍ବରୁ ନୂଆ ଅବତାର

ଚେନ୍ନାଇ: ଆଇପିଏଲ୍ ପୂର୍ବରୁ ନିଜ ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମାହି । ଟିମ୍ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ବୌଦ୍ଧ ସନ୍ୟାସୀ ଗେଟଅପରେ ନଜର ଆସିଛନ୍ତି ଧୋନି । ଫଟୋ ଦେଖିବା ପରେ କେହି କେହି ଭାବୁଛନ୍ତି ଧୋନିଙ୍କ ଏହି ନୂଆ ଅବତାର କଣ ପାଇଁ ? ଲଣ୍ଡା ମୁଣ୍ଡ, ଦେହରେ ସନ୍ୟାସୀଙ୍କ ଭଳି ପରିଧାନ କରିଥିବା ବସ୍ତ୍ର । ଶାନ୍ତ ସ୍ୱଭାବରେ […]

Continue Reading

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ ଅଙ୍କିତା କେରକେଟା ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ । ବାଳକ ବିଭାଗରେ ସବଡେଗା ୨-୦ ଗୋଲରେ ମାଝପଡାକୁ ହରାଇଥିଲା । ଅଙ୍କିତ ମିଞ୍ଜ […]

Continue Reading

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ୫୫୦ତମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ଖେଳୁ ନାହାନ୍ତି ଯଶପ୍ରୀତ ବୁମରାହ […]

Continue Reading

ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ: କ୍ୱାର୍ଟର ଫାଇନାଲ ଲାଇନ ଅପ୍ ଚୂଡାନ୍ତ

ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଷ୍ଟାର ଖେଳାଳି ରାଫେଲ ନାଡାଲ, ଡାନେଲ ମେଡୱେଡଭ, ଆନ୍ଦ୍ରେ ରୁବଲେଭ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ନାଡାଲ ୬-୩, ୬-୪ ଓ ୬-୨ ସେଟରେ ଇଟାଲୀର ଫାବିଓ ଫାଗନିନଙ୍କୁ, ମେଡୱେଭ ଆମେରିକାର ମାକେଞ୍ଜି ମ୍ୟାକଡୋନାଲ୍ଡଙ୍କୁ୬-୪, ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି । ମହିଳା ବିଭାଗରେ ପେଗୁଲା ୬-୪, ୩-୬, ୬-୩ ସେଟରେ ଶ୍ୱେତଲୋନାଙ୍କୁ, ଜେପିଫର […]

Continue Reading

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ଦଳରେ ତିନିଟି ପରିବର୍ତ୍ତନ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି ଷ୍ଟୋନ୍ ।ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ପ୍ରଥମ ଟେଷ୍ଟ ଖେଳିଥିବା ଯଶପ୍ରୀତ ବୁମରାହ, ଓ୍ୱାଶିଂଟନ୍ ସୁନ୍ଦର ଓ ଶାହବାଜ […]

Continue Reading

ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ବାବର ବିବାହ କରିବେ ବୋଲି କହି ୧୦ ବର୍ଷ ହେବ ମୋ ସହିତ ଛଳନା କରୁଛନ୍ତି ବୋଲି ହାମିଜା ନାମକ ମହିଳା ଜଣଙ୍କ କହିଛନ୍ତି । ୨୦୧୧ରେ କୋର୍ଟ ମ୍ୟାରେଜ ପାଇଁ ଘରୁ ତାଙ୍କ ସହିତ ପଳାଇ ଆସିଥିଲି । ଆମେ ଗୁଲବର୍ଗ ଓ ପଞ୍ଜାବ ହାଉସିଂ ସୋସାଇଟିରେ ଭଡା ଘରେ ରହୁଥିଲୁ । ସେ […]

Continue Reading

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍ ଓ୍ଵାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୫୮ ରନ୍ କରିଛି । ଫଳରେ ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି । ମନୀଷ ପାଣ୍ଡେ (୫୩) […]

Continue Reading

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସରେ ଦୁଇ ପ୍ରମୁଖ ଖେଳାଳି ବେନ ଷ୍ଟୋକସ୍ ଓ ଜୋସ୍ ବଟଲର ଆଜି ଖେଳିବେ ନାହିଁ । ତେଣୁ ସେମାନଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି […]

Continue Reading