ରାଜଧାନୀରେ ବଢ଼ୁଛି ସାଇବର ଠକେଇ ମାମଲା: ମାସକରେ ଲୁଟିଲେଣି ୧.୩୯ କୋଟି
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦି ବଢ଼ିଚାଲିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ନୂଆ ନୂଆ ତରିକାରେ ପ୍ରତିଦିନ ଲୁଟୁଛନ୍ତି ନିରୀହ ଲୋକଙ୍କୁ । ଏହାରି ମଧ୍ୟରେ ସାଇବର ସେଲର ତଥ୍ୟ । ତଥ୍ୟ ଅନୁଯାୟୀ ଫେବୃଆରୀରେ କେବଳ ରାଜଧାନୀରୁ ୧.୩୯ କୋଟି ସାଇବର ଠକେଇ ହୋଇଛି । ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଛନ୍ତି ଏହି ଠକ । ତେବେ ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା […]
Continue Reading
