ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ,୪ଟି ସ୍ଥାନରେ ଚାଲିଛି ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ଏହା ସହ ସେ ହେଲପରଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ତାଙ୍କ ନାରେ ଅଭିଯୋଗ ଥିଲା। ବୋରିଗୁମ୍ମା ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ତାଙ୍କ ନାରେ […]

Continue Reading

ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା ପାଇଁ ଏବେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର ବର୍ଗ । ଏନେଇ ପ୍ରଳୟଙ୍କ ମା’ ଓ ପରିବାର ଲୋକ ନିଜ ପୁଅ […]

Continue Reading

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା ନୁହଁନ୍ତି । ଫିଲ୍ମ ଦୃଷ୍ଟିକୋଣ ଜରିଆରେ ଓଲିଉଡରେ ନିଜର ନୂଆ ଇନିଂସ ଆରମ୍ଭ କରିବେ ଅଭିନେତ୍ରୀ ଲିଜା ନାୟକ । ନବାଗତା ହେଲେ ବି ସେ […]

Continue Reading

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ ,୨ ମୃତ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବଇଣ୍ଡାରୁ ଆଠମଲ୍ଲୀକ ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବ୍ରିଜ ତଳେ ବାଡେଇ ହୋଇ ପଡିଯାଇଥିଲା । ପିକ୍ଅପ୍ ଭ୍ୟାନରେ  ଥିବା ୮ ଜଣ କିଏ କେଉଁ ଆଡେ ଛିଟକି ପଡିଥିଲେ ।ଏହି ଦୁର୍ଘଟଣା ଏତେ ଭୟଙ୍କର […]

Continue Reading

ଆରପାରିରେ ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ

କୋରାପୁଟ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ । ବୁଧବାର ବିଳମ୍ବିତ ରାତିରେ ବିଶାଖାପାଟଣାରେ ତାଙ୍କର ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।ପ୍ରଶାନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ଜଗତର ସ୍ୱର୍ଗତ ପ୍ରଶାନ୍ତ ସାମନ୍ତରାୟ ଥିଲେ ଶ୍ରେଷ୍ଠ କଳାକାର ତଥା ଗାୟକ । ପରିବାର ଲୋକଙ୍କ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ପ୍ରଶାନ୍ତ ସାମନ୍ତରାୟଙ୍କ ଘର । […]

Continue Reading

ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି

କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ ବାଟ ଚଲେଇ ଦେଉନି । ସହରର ସିଡିଏ ସେକ୍ଟର -୯ର ବାସିନ୍ଦା ସନ୍ଦୀପ ମହାପାତ୍ର କୁକୁର କାମୁଡାରେ ଆହତ […]

Continue Reading

ବାଜିଲା ପୌର ନିର୍ବାଚନ ବିଗୁଲ: ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ବାଜିଲା ପୌର ନିର୍ବାଚନ ବିଗୁଲ । ପଞ୍ଚାୟତ ନିର୍ବାଚନ ପରେ ହୋଇପାରେ ପୌର ନିର୍ବାଚନ । ଏନେଇ ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା । ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ଜରିଆରେ ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ । ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ । ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ […]

Continue Reading

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩% ଭୋଟିଂ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ ପ୍ରତିଶତ ବଢ଼ିପାରେ । ୪ରୁ ୫ଟି […]

Continue Reading

କୋଭିଡ ପରେ ବି ସତର୍କ ରହନ୍ତୁ, ଅକ୍ସିଜେନ୍ ବି ଏକ ଔଷଧ: ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କମିଥିଲେ ବି ସତର୍କ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆୟୋଜିତ ପ୍ରେସମିଟରେ ଏସସିବି ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଏଯାଏଁ ରାଜ୍ୟରୁ ଯାଇନି କୋଭିଡ, ଫଳରେ ସତର୍କ ରହିବା ଉଚିତ୍ । କୋଭିଡ ପରେ ହୃତପିଣ୍ଡ, ଫୁସଫୁସ୍ ଓ ଡାଇବେଟିସ୍ ରୋଗୀଙ୍କ ଜଟିଳତା ଦେଖାଦେଉଛି । ବୟସ୍କ ରୋଗୀ ଓ ଅନ୍ୟ ଜଟିଳତା ଅବା ରୋଗୀ ଅଧିକ ପ୍ରଭାବିତ […]

Continue Reading

OSSC ଜୁନିୟର ଆସିଷ୍ଟାଣ୍ଟ ୨୦୨୨: ପରୀକ୍ଷା ପାଇଁ ଜାରି ହେଲା ଆଡମିଟ କାର୍ଡ, ଏମିତି କରନ୍ତୁ ଡାଉନଲୋଡ୍

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା ଆଡମିଟ କାର୍ଡ ଜାରି କରାଯାଇଛି । ଆଶାୟୀ OSSCର ଅଫିସିଆଲ ୱେବସାଇଟ ossc.gov.in କୁ ଯାଇ ପରୀକ୍ଷା ପାଇଁ ଆଡମିଟ ଡାଉନଲୋଡ କରିପାରିବେ । ୨୫ ଫେବୃଆରୀ ୨୦୨୨ ରେ ପରୀକ୍ଷା ହେବ । ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ୍ଡ ପରୀକ୍ଷା କରାଯିବ । ୫୦ ମାର୍କର ପରୀକ୍ଷା କରାଯିବ । ପାସ୍ ହେବା ପାଇଁ ଆଶାୟୀଙ୍କୁ ୩୦ […]

Continue Reading