ଗ୍ୟାରେଜରେ ମରାମତି ହେବାକୁ ଥିବା ଗାଡି ଜଳିପୋଡି ପାଉଁଶ
କୋରାପୁଟ : ହୁତୁହୁତୁ ହୋଇ ଜଳିପୋଡି ପାଉଁଶ ହେଇଗଲା ଗାଡି । ସମସ୍ତଙ୍କ ଆଖି ସାମ୍ନାରେ ମରାମତି ହେବାକୁ ଥିବା ସମସ୍ତ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛିା ନାରାୟଣପାଟଣାରେ ଏପରି ଅଭାବନୀୟ ଘଟଣା ଘଟିଛି । ନାରାୟଣପାଟଣା ସଦର ପୋଷ୍ଟ ଅଫିସ ଆଗରେ ଜଣେ ବ୍ୟକ୍ତିଙ୍କ ମୋଟରସାଇରେଲ ଗ୍ୟାରେଜରେ ନିଆଁ ଲାଗିଯିବା ଫଳରେ ୧୫ରୁ ୧୭ ଟି ମରାମତି ପାଇଁ ରଖାଯାଇଥିବା ମୋଟର ସାଇକେଲ ପୋଡି ପାଉଁସ ହୋଇଯାଇଛି । ଆଜି ସକାଳ ୧୧ଟା ସମୟରେ ଏପରି […]
Continue Reading
