ଉପାନ୍ତ ଅଞ୍ଚଳରେ ଅଫଲାଇନରେ ହେବ ପାଠପଢ଼ା

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କେମିତି ହେବ ପାଠପଢ଼ା ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନଲାଇନରେ ପାଠ ପଢ଼ାକୁ ନେଇ ଚିନ୍ତାରେ ପଡିଛି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ । ତେବେ ପରୀକ୍ଷା ପୂର୍ବରୁ ପିଲା କେମିତି ପଢିବେ ସେ ଦାୟିତ୍ବ ଶିକ୍ଷକ ନେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ଛୋଟ ଛୋଟ ଗ୍ରୁପ କରି […]

Continue Reading

ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ସୂଚନା ଅନୁସାରେ ସେ ଜ୍ୱରରେ ପୀଡିତ ଥିଲେ । ତାଙ୍କୁ ଘଟଗାଁ ଗୋଷ୍ଠୀ […]

Continue Reading

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନାରେ ୩ଟି ମାମଲା ଥିଲା। ବିଶ୍ଵସ୍ତ ସୂତ୍ରରୁ କଳିଳେଶ୍ୱର ମନ୍ଦିର ନିକଟରେ ସେ […]

Continue Reading

ବିଜେପି ବିଧାୟକ ଓ କର୍ମୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ।ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଲା ବିଜେଡି । ଧାମନଗରରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏବଂ ବିଜେପି କର୍ମୀ ପଞ୍ଚାୟତ ନିର୍ବାଚନ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ଏନେଇ ବିଜେଡି ରାଜ୍ୟ ନିର୍ବାଚନ କମିଶନରଙ୍କୁ ସ୍ମାରକୀ ପତ୍ର ଦେଇଛନ୍ତି । ନିୟମ ଉଲ୍ଲଙ୍ଘନ କରୁଥିବା […]

Continue Reading

ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଦୂର ହେଲା ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଚିନ୍ତା । ଭକ୍ତଙ୍କ ଲାଗି ଖୁସି ଖବର । କାରଣ ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ ଗାଇଡଲାଇନ୍ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ମନ୍ଦିର ଖୋଲାଯିବ କି ନାହିଁ ସେନେଇ ଆଜି […]

Continue Reading

ମାଘ ସପ୍ତମୀରେ କରୋନା କଟକଣା : ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ

କୋଣାର୍କ :ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମାଘ ମେଳାରେ ବୁଡ ପକାଇବା ନେଇ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ଫେବୃଆରୀ ୭ ତାରିଖରେ ମାଘ ମେଳା ପଡୁଥିବାରୁ ଏଥର ବୁଡ ପକାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ମାଘାମେଳା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁରୀର ଅତିରିକ୍ତ ଜିଲ୍ଲାପାଳ , ନିମାପଡା ତହସିଲଦାର […]

Continue Reading

ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବରଗଡ , ଭିଡେନ ବ୍ଲକ ଏବଂ ଅତାବିରାରେ ରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମରେ ବିଜେପି ନେତା ସୁରେଶ ପୂଜାରୀ ଏବଂ ଜିଲ୍ଲା ପରିଷଦ ସଭ୍ୟ ନିୟମକୁ ଉଲ୍ଲଙ୍ଘନ କରିବା ସହ ନିର୍ବାଚନି ନିୟମ ମାନୁନାହାନ୍ତି । ଏନେଇ […]

Continue Reading

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଏହିଭଳି ଦୁର୍ଘଟଣା ହୋଇଛି । ଏଥିରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ୩ଟାରେ […]

Continue Reading

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ କହି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ […]

Continue Reading

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ କଂଗ୍ରେସର ରଣନୀତି ଆରମ୍ଭ

ପୁରୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ପୁରୀ ଇନ୍ଦିରା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ‘ମୁଁ ନୁହେଁ ଆମେ ସଙ୍ଗଠିତ’ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ଭୋଟଦାନ ଅନୁଷ୍ଠିତ ହେବ । ଏନେଇ ଲୋକଙ୍କୁ ମନକୁ ଜିଣିବା ପାଇଁ କଂଗ୍ରେସ ଏବେଠାରୁ ପ୍ରୟାସ ଆରମ୍ଭ କଲାଣି । ଭୋଟର ମାନଙ୍କୁ ଆକୃଷ୍ଟ […]

Continue Reading