ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ । ହେଲେ ଅନ୍ୟ ରାଜ୍ୟ ଗୁଡିକ ଓ ମେଟ୍ରୋ ସିଟି ଗୁଡିକରେ ଗୋଷ୍ଠୀ ସଂକ୍ରମଣ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଓମିକ୍ରନ ସଂଖ୍ୟା ବଢିଛି । ଓଡିଶା ଆଡକୁ ଗୋଷ୍ଠୀ ସଂକ୍ରମଣ ମୁହାଁଉଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି […]

Continue Reading

ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ , ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର :ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ । ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ଆଜି ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଂଚକତା କରି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ । ଏ ସଂପର୍କରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ […]

Continue Reading

ଖୁବଶୀଘ୍ର ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: କୋଭିଡ୍ ପାଇଁ ରାଜ୍ୟରେ ସମସ୍ତ ସ୍କୁଲରେ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛନ୍ତି । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ଉପର ତଳ ହେଉଛି । ପିଲାମାନଙ୍କର ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ପରୀକ୍ଷା କରାଇବାକୁ ସରକାର ଚାହୁଁଛନ୍ତି । ମାତ୍ର କୋଭିଡ୍ ପାଇଁ ହୁଏତ କିଛି ବିକଳ୍ପ ପନ୍ଥା ଗ୍ରହଣ କରାଯାଇପାରେ […]

Continue Reading

ପ୍ରାର୍ଥୀପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ

ନବରଙ୍ଗପୁର: ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସ ଆଗରେ ମହିଳାଙ୍କ ଧାରଣା । ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ମହିଳା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗାଁର ନମିତା ସାଗରିଆ । ଗତକାଲି ଜାତିଗତ ପ୍ରମାଣପତ୍ରରେ ଭୁଲ ଥିବା ଦର୍ଶାଇ ତାହା ନାକଚ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ରାତିରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି […]

Continue Reading

ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ ବନ ବିଭାଗ ଭାଲୁଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ । ସ୍ଥାନୀୟ ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି […]

Continue Reading

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି ଯୋଜନା କରୁଥିବାବେଳେ ପୋଲିସ କୌଣସି ଏକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇଥିଲା । ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତିନିଜଣ […]

Continue Reading

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଢ଼େଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗୋପାଳପୁର ଗାଁର ଫକୀର ନାୟକ । ସୂଚନା ଅନୁସାରେ, ଫକୀର ବାହାରକୁ ଯାଇ ଫେରୁଥିବାବେଳେ ଘର ପଛପଟ ବାଡ଼ିରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ ରହିଛି । […]

Continue Reading

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଗତ ୭,୮ ଦିନରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଯଦିଓ କମିବାଟା ଏତେ ଜୋର ନୁହେଁ, କିନ୍ତୁ ଆମର ବର୍ତ୍ତମାନ ପର୍ଯ୍ୟନ୍ତ କମୁଛି । ଟେଷ୍ଟିଂର ମାତ୍ରା କମିନି । ୭୦ ହଜାର ଉପରେ ଟେଷ୍ଟିଂ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଆମେ ପିକ୍ ଛୁଇଁଛେ କି ନାହିଁ, ଏଥିପାଇଁ ଜାଣିବାକୁ ଆମକୁ ଆଉ ୨ରୁ ୪ ଦିନ ଲାଗିବ […]

Continue Reading

ଜଗତପୁରରେ ନକଲି ମସଲା କାରଖାନା ଉପରେ ଚଢାଉ , ମାଲିକ ଅଟକ

ଜଗତପୁର: ନକଲି ସାମଗ୍ରୀର ପଣ୍ଠସ୍ଥଳୀ ପାଲଟିଛି ଜଗତପୁର ଅଞ୍ଚଳ ।କଟକ ଜଗତପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ଜବତ କରାଯାଇଛି । ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷ ହେବ ଜଗତପୁରରେ ନକଲି ମସଲା କାରଖାନା ଚାଲିଥିଲା । ଏହି ନକଲି ସାମଗ୍ରୀ ସବୁ ଭଲ ଜରୀରେ ପ୍ୟାକିଂ କରାଯାଇ ରାଜ୍ୟ […]

Continue Reading

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ, ୧୧ ଲିଷ୍ଟ ଏ ଓ ୮ ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୦୫ରେ ସେ ଗୋଆ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ […]

Continue Reading