କରଡ଼ା ଘାଟିରେ ୭୦ଫୁଟ୍ ତଳକୁ ଖସିଲା କାର, ୩ମୃତ୍ୟୁ ଓ ୬ଜଣ ଆହତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ ଦୁର୍ଘଟଣା । ପିକନିକ୍ ପାଇଁ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍ । ଆଜି ଅପରାହ୍ନରେ ଘଟିଛି ଏହିଭଳି ଦୁର୍ଘଟଣା । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଭାଲିଆପଡ଼ା ଗାଁର ୯ଜଣ ଯୁବକ ସୋରଡ଼ା ଦାନ୍ତଲିଙ୍ଗକୁ ପିକନିକ୍ ପାଇଁ ବାହାରିଥିଲେ । ଅପରାହ୍ନରେ ସେମାନଙ୍କ ଗାଡ଼ି କରଡ଼ାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା […]
Continue Reading
