ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର
ଢେଙ୍କାନାଳ : ଦୁର୍ଘଟଣା ନେଲା ଜୀବନ । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଦେବଗଡ଼ ଜିଲ୍ଲା ଡିମିରିକୁଦା ଗାଁ ର ସଞ୍ଜୟ କୁମାର ମଞ୍ଜି। ସୂଚନା ଅନୁସାରେ ଆଜି ଭୋରରୁ ଡ୍ରାଇଭର ଜଣକ […]
Continue Reading
