ଗୋଷାଣୀ ମେଢ ପୂଜା ପ୍ରସ୍ତୁତି

ପୁରୀ : ଆସୁଛି ଦୁର୍ଗାପୂଜା । ଶାରଦୀୟ ଦୁର୍ଗା ପୂଜା ଅବସରରେ ପୁରୀରେ ଗୋଷାଣୀ ମେଢ ସମୂହର କିଲା ପୂଜନ ସମ୍ପୁର୍ଣ୍ଣ ହୋଇଛି ।ଭାଦ୍ରବ ଶୁକ୍ଲ ପକ୍ଷ ଷଷ୍ଠି ତିଥିରେ ଏହି ପରମ୍ପରାକୁ ସାତ ସାହି ଜାଗା ଆଖଡାର ପୂଜା କମିଟି ଅନୁପାଳନ କରିଛନ୍ତି । ସେପଟେ ଗୋଷାଣୀ ମୂର୍ତ୍ତି ଗୁଡିକର ଉଚ୍ଚତା ଚାରି ଫୁଟରୁ ଅଧିକ ହେବ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛନ୍ତି । କିନ୍ତୁ ପରମ୍ପରା ଅନୁସାରେ ମୂର୍ତ୍ତିର ଉଚ୍ଚତା ୬ ଫୁଟରୁ […]

Continue Reading

ସୋଆ ପ୍ରଫେସର ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ବର:  ସୋଆ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ।  ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ସମ୍ମାନିତ । ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ […]

Continue Reading

ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ରେଲୱେ ପୋଲିସ ସହାୟତାରେ ଉଦ୍ଧାର କରି ଆଣୁଛି ଧଉଳି ଥାନା ପୋଲିସ । ଶନିବାର ନିଜେ ଅପହରଣ ହୋଇଥିବାର ନାଟକ ରଚିଥିଲା ସ୍ବିଗି […]

Continue Reading

ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା

ଭୁବନେଶ୍ବର : ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି । ପବିତ୍ର ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି […]

Continue Reading

ରାଜ୍ୟରେ ଚିହ୍ନଟ ହୋଇନି କରୋନାର ନୂଆ ଭ୍ୟାରିଆଣ୍ଟ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢ଼ିଲାଣି । ଏଭଳି ସ୍ଥିତିରେ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ନୂଆ ଭ୍ୟାରିଆଣ୍ଟ । ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପଲକୁ ଜେନମ ସିକ୍ବେନ୍ସିଂ କରାଯାଇଥିଲା । ୪୨୫ ଡେଲ୍ଟା […]

Continue Reading

ମୁଖ୍ୟ ଶାସନ ସଚିବଙ୍କ ଗଜପତି ଗସ୍ତ

ଗଜପତି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଗସ୍ତରେ ଯାଇଛନ୍ତି। ଗଜପତି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ତୁମ୍ବା ପୁରିଆ ସାହିର ବୁରୁଖତା ଦେଇ କୁନ୍ତୀ ମନ୍ଦିର ଆଦି ସ୍ଥାନ ଅନୁସନ୍ଧାନ କରିବା ସହ ପରିଦର୍ଶନ କରିଥିଲେ। ଶ୍ରୀ ମହାପାତ୍ର ମହାନ୍ଦ୍ରଗିରି ପାହାଡ ଉପରେ ଥିବା ପର୍ଯ୍ୟଟନ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଦୃଷ୍ଟି ଦେବା ସହ […]

Continue Reading

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଶେଷ ସହିତ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା । ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିଲା । ଚଳିତ ମୌସୁମୀ ଅଧିବେଶନରେ ମୋଟ୍‌ ୧୩ଟି ବିଲ ପାରିତ […]

Continue Reading

ପ୍ରକାଶ ପାଇଲା NIRF ୨୦୨୧ ତାଲିକା : ଟପ୍‌ ୨୫ ବିଶ୍ବବିଦ୍ୟାଳୟ ତାଲିକାରେ ‘ସୋଆ’

ଭୁବନେଶ୍ବର : ପ୍ରକାଶ ପାଇଲା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ୨୦୨୧ ତାଲିକା । ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଘୋଷଣା କରିଛନ୍ତି । ତାଲିକାରେ ଭାରତର ଶ୍ରେଷ୍ଠ ମେଡିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଅଗ୍ରଣୀ ବିଶ୍ବବିଦ୍ୟାଳୟ “ଶିକ୍ଷା ଓ ଅନୁସନ୍ଧାନ” ବଶ୍ବବିଦ୍ୟାଳୟ । ଦେଶର ଅଗ୍ରଣୀ ବିଶ୍ବବିଦ୍ୟାଳୟ ତାଲିକା ମଧ୍ୟରେ ଶ୍ରେଷ୍ଠ ୨୫ ତାଲିକାରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ସମସ୍ତ ବର୍ଗରେ […]

Continue Reading

ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ

ଭୁବନେଶ୍ବର : ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ […]

Continue Reading

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ ରହିଛି ଡଙ୍ଗରିଆ ଉନ୍ନୟନ ସଂସ୍ଥା । ଆଦିବାସୀଙ୍କ ଉନ୍ନତି ପାଇଁ ଏହି ସଂସ୍ଥାକୁ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କା ଅନୁମୋଦନ ଆସୁଛି । ହେଲେ […]

Continue Reading