ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ ପ୍ରବେଶ ପାଇଁ ଛଡ଼ାଯାଉଛି । ମନ୍ଦିର ପରିସରରେ ଏକ କାଳୀନ ଶହେ ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ।ତେବେ ଶ୍ରଦ୍ଧାଳୁ ମାନେ ଜଗମୋହନ ପର୍ଯ୍ୟନ୍ତ […]

Continue Reading

ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି

ବଲାଙ୍ଗିର: ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି । ବଲାଙ୍ଗିର ବେଲପଡା ବ୍ଲକର ଗଙ୍ଗାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଚାଲିଥିବା କେନାଲ କାମରେ ବ୍ୟାପକ ଅନିୟମିତତା । କାମ ନିମ୍ନ ମାନର ହୋଇଥିବାରୁ କେନାଲ କାମର କଂକ୍ରିଟ ଭୁଷୁଡି ପଡିଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନର ଖପ୍ରାଖୋଲ ସବଡିଭିଜନ ପକ୍ଷରୁ ଏହି କାମ କରାଯାଉଛି । ପ୍ରକଳ୍ପରେ ମୋଟ ୨୨ କିମି କେନାଲ କାମ ରହିଛି ଯେଉଁଥି ପାଇଁ ୬ କୋଟି ୮୭ ଲକ୍ଷ ୫୮ […]

Continue Reading

କାଲିଠୁ କୋରାପୁଟରେ ଖୋଲିବ ଧର୍ମାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍

କୋରାପୁଟ : କୋରାପୁଟ ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ । ହେଲେ ଏଥିପାଇଁ କିଛି ଗାଇଡଲାଇନ୍ ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଷେଶକରି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ରହିବ । ଏହାସହ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ସଂପୁର୍ଣ୍ଣ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭୋଗ କିମ୍ବା ପ୍ରସାଦ […]

Continue Reading

ଜାତୀୟ ରାଜପଥ ଟ୍ରାଫିକ୍ ଥାନା ଉଦଘାଟିତ

କଟକ: ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଜାତୀୟ ରାଜପଥ ଟ୍ରାଫିକ୍ ଥାନା । କଟକ- ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଠାରେ ଏହି ଥାନାକୁ ଉଦଘାଟନ କରିଛନ୍ତି ପୋଲିସ୍ ଡିଜିପି ଶ୍ରୀ ଅଭୟ। ଜାତୀୟ ରାଜପଥରେ ପ୍ରତ୍ୟକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଦୁର୍ଘଟଣା ଏବଂ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଥାନାର ଆବଶ୍ୟକତା ରହିଛି । ପୁର୍ବରୁ ଏହି ଥାନା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । […]

Continue Reading

ପ୍ରକାଶ ପାଇଲା ସିବିଏସ୍‍ଇ ଦଶମ ରେଜଲ୍ଟ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

ଭୁବନେଶ୍ବର : ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା (ସିବିଏସ୍‍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୦% ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ହାରାହାରି ୮୦% ନମ୍ବର ରଖିଛନ୍ତି । ସ୍କୁଲର ଛାତ୍ର ବୈଭବ କୁମାର […]

Continue Reading

ବାରିପଦାରେ ବଢୁଛି ଅପରାଧ, ହତ୍ୟା, ଦୁଷ୍କର୍ମ ଓ ଛିନତାଇକୁ ନେଇ ଲୋକେ ଆତଙ୍କିତ

ବାରିପଦା : ମହାମାରୀ କରୋନା କଟକଣା କୋହଳ ହୋଇଥିବା ବେଳେ ଆଦିବାସୀ ବହୁଳ ତଥା ଉପାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବୃଦ୍ଧି ପାଉଛି ଜଘନ୍ୟ ଅପରାଧ । ଅପରାଧ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି । ଗତ ଜୁଲାଇ ମାସ ଶେଷ ସପ୍ତାହ ଏବଂ ଚଳିତ ଅଗଷ୍ଟ ମାସର ୨ ତାରିଖ ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ, ଚୋରି, ଛିନତାଇ ଓ ଡକାୟତି ଭଳି ସଙ୍ଗୀନ ବୃଦ୍ଧି ପାଇଛି । ଗତ ଜୁଲାଇ […]

Continue Reading

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଯୁବକକୁ ହତ୍ୟା କରି ପୋଡ଼ିଦେଲେ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଯୁବକକୁ ହତ୍ୟା କରି ପୋଡ଼ିଦେଲେ । ଆଦିବାସୀ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟାକରୀ ଶ୍ମଶାନରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ଚଳାଇଛି ତଦନ୍ତ । ଖୋର୍ଦ୍ଧା ଏସଡିପିଓ, ବେଗୁନିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ବେଗୁନିଆ ଥାନା ଡିଙ୍ଗର ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ଗତ ୧ ତାରିଖ ଦିନ […]

Continue Reading

ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ମାନିଲେନି ଶ୍ରାବଣ କଟକଣା

ଭଦ୍ରକ : ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣଯାତ୍ରା କଟକଣା ଫୁ । ନିୟମକୁ ନମାନି ଜଳାଭିଷେକ କଲେ ଶତାଧିକ ଭକ୍ତ । ମହାମାରୀ କରୋନାର ଭୟାଭୟତାକୁ ଦେଖି ସରକାର ବନ୍ଦ କରିଥିଲେ ଆଖଣ୍ଡମଣୀଙ୍କ ଶ୍ରାବଣୀ ମେଳା । କୌଣସି ଶିବାଳୟରେ କାଉଡ଼ିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ସରକାର । କିନ୍ତୁ ଆଜି ଏହି କଟକଣାର ପୂରାପୂରି ବେଖାତିର କରିଥିଲେ ଭକ୍ତ । କଟକଣା ଅନୁସାରେ, […]

Continue Reading

ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । ମାମଲା ଦିନକୁ ଦିନ ହ୍ରାସ ପାଉଥିବା ବେଳେ, ଏବେ ପୁଣି ଚିନ୍ତା ବଢ଼ାଇଲାଣି ତୃତୀୟ ଲହର । କାରଣ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର । ଚଳିତ ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର ଆସିପାରେ ବୋଲି ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏପରିକି ଅକ୍ଟୋବରରେ ପିକ ଛୁଇଁ ପାରେ ସଂକ୍ରମଣ । ଗୁରୁତ୍ବପୂର୍ଣ୍ଣ କଥା […]

Continue Reading

ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା: ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି ଗୃହପାଳିତ ପଶୁଙ୍କ ସହ ମଣିଷ । ଅଭିଯୋଗ କଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ । ତେଣୁ କୁମ୍ଭୀର ଦାଉରୁ ନିଜକୁ ରକ୍ଷା କରିବା ପାଇଁ ନଦୀରେ ବାଉଁଶ ବାଡ଼ ବାନ୍ଧୁଛନ୍ତି ଗ୍ରାମବାସୀ । ନଦୀରେ ବନ୍ଧା ଚାଲିଛି ବାଉଁଶ ବାଡ଼ । ନିଜର ସୁରକ୍ଷା ପାଇଁ ଏଭଳି କରୁଛନ୍ତି କେନ୍ଦ୍ରାପଡା ବ୍ଲକ ଆୟବା ପଂଚାୟତ ଅନ୍ତର୍ଗତ ଗଣ୍ଡାକିଆ ଗ୍ରାମର […]

Continue Reading