ପିସିଭି ଟିକାକରଣର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡାରେ ପିସିଭି ଟିକାକରଣର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୫ ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ, ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ପାଇଁ ଏହି ଟିକା ସାହାଯ୍ୟ କରିବ । ଟିକାକରଣ ପାଇଁ ୮୮ ହଜାର ୪୦୦ ଡୋଜ୍ ରାଜ୍ୟରେ ଉପଲବ୍ଧ ଅଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଆଜିଠୁ ଏହି ପିସିଭି ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ […]

Continue Reading

ଏଣିକି ୧୦୨ ନୁହେଁ ଗର୍ଭବତୀଙ୍କ ପାଇଁ ଡାଏଲ ୧୦୮ ଆମ୍ବୁଲାନ୍ସ ସେବା

ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮ । ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ଡାଏଲ କରିବାକୁ ହେବ ୧୦୮ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି […]

Continue Reading

କୋହଳ ହେଲା କଟକଣା, ୨୦ ଜିଲ୍ଲାରେ ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ବର : ଆସିଲା ଜୁଲାଇ ମାସର ଗାଇଡଲାଇନ୍ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ନୂଆ ଗାଇଡଲାଇନ୍ । ତେବେ ନୂଆ ଘୋଷଣା ଅନୁସାରେ, ସାରା ରାଜ୍ୟରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ୍ । ଏଥର ବି କାଟେଗୋରୀ ଏ ଓ କାଟେଗୋରି ବିରେ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ବର୍ତ୍ତମାନ ସାମାନ୍ୟ ସଂକ୍ରମଣ ହ୍ରାସ ପାଇଥିବାରୁ କାଟେଗୋରୀ ଏରେ ଆଉ ୩ଟି ଜିଲ୍ଲାକୁ […]

Continue Reading

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଷ୍ଟେସନରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ସଦ୍ଦେହ ହୋଇଥିଲା | ପରେ ଯୁବକ ଜଣକୁ ପଚରା ଉଚୁରା କରି ତାକୁ ଯାଞ୍ଚ କରିବାରୁ ତା ନିକଟରୁ ୯ଟି ଦାମୀ ମୋବାଇଲ ଫୋନ […]

Continue Reading

ଚୋରା ଚାଲାଣ ବେଳେ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଉଲୁଣ୍ଡା : କଣ୍ଟେନର ସହ ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଅଭିନବ ଢ଼ଙ୍ଗରରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକରେ ଧରିଲ ପୋଲିସ । ଏକ କନଣ୍ଟେନରରେ ପ୍ଲାଷ୍ଟିକ ଅଖା ବସ୍ତା ଭିତରେ ୧୫ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟ୍ରକକୁ ପିଛା କରି ରକ୍ସା ଛକ ନିକଟରେ ଧରିବାରେ ସଫଳ ହୋଇଛି । ଘଟଣା ସ୍ଥଳରୁ ପୋଲିସ ଡ୍ରାଇଭରକୁ […]

Continue Reading

ରାଜ୍ୟରେ ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ବର: ସାରା ରାଜ୍ୟରେ ଜୁଲାଇ ୬ ଯାଏ ଆଂଶିକ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଜୁଲାଇ ୧ ସକାଳ ୬ଟାରୁ ଜୁଲାଇ ୧୬ ସକାଳ ୬ଟା ଯାଏ ଏହା ଲାଗୁ ହେବ। ୱିକେଣ୍ଡ ସଟ୍‌ଡାଉନ୍‌ କେବଳ ୧୦ଟି ଜିଲ୍ଲାରେ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ସମଗ୍ର ରାଜ୍ୟରେ ସନ୍ଧ୍ୟ‌ା ୬ଟାରୁ ସକାଳ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଜାରି ରହିବ। ଏହାସହିତ ବିବାହ, ବ୍ରତ ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ […]

Continue Reading

ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍‌, ୧୭ ହଜାର ସିମ୍ କାର୍ଡ ଜବତ

ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ବେଳେ ଏହି ହାଇପ୍ରୋଫାଇଲ ଲୁଟେରାଙ୍କ ଟେର୍ ପାଇଥିଲା ପୋଲିସ । ଏମମାନଙ୍କଠାରୁ ୧୧୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ […]

Continue Reading

ରାଜ୍ୟରେ ସଂକ୍ରମଣ କମିଛି, ହେଲେ ଦୂର ହୋଇନି ଆଶଙ୍କା

ଭୁବନେଶ୍ବର : କରୋନା କବଳରୁ ଆଶ୍ବସ୍ତି ଲାଭ କରୁଛି ଓଡ଼ିଶା । ଦିନକୁ ଦିନ ସଂକ୍ରମଣ କମୁଥିବା ବେଳେ, ସ୍ବାଭାବିକ୍ ହେଉଛି ସ୍ଥିତି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଏତିକି ବେଳେ ଲୋକେ ଢ଼ିଲା ନହୋଇ କୋଭିଡ ନିୟମର ପାଳନ କରନ୍ତୁ । ଯେଉଁଭଳି ଭାବେ ରାଜ୍ୟରେ କୋଭିଡ ବିରୋଧରେ ରଣନୀତି ଚାଲିଛି ସେଭଳି ଆଉ କିଛିଦିନ ଚାଲୁ ରଖିବା ଦରକାର ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ […]

Continue Reading

୫ ପ୍ରତିଶତ ତଳେ ସଂକ୍ରମଣ ରହିଲେ କୋହଳ ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ, ଏବେ ୪.୧୪ ପ୍ରତିଶତକୁ ଖସିଛି ପଜିଟିଭିଟି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର କମିଲେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୁଏ । ସେହି ନିୟମ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ଅନ୍‌ଲକ୍ କରିପାରନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ମହାମାରୀର ଭୟ […]

Continue Reading

ଭଦ୍ରକରେ ମାଟ୍ରିକ ଫଳାଫଳ ତାତି, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅଭିଭାବକ

ଭଦ୍ରକ : ପ୍ରକାଶ ପାଇ ସାରିଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ହେଲେ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଭିଭାବକ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଳି ବହୁ ସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ […]

Continue Reading