IPLରେ ଓଡିଆ କମେଣ୍ଟ୍ରି କରିବେ ଲୋରିଆ: ଏମିତି ଭାବେ ମଜା ନେଇ ପାରିବେ ଦର୍ଶକ

କଟକ: ଚଳିତବର୍ଷର ଆଇପିଏଲକୁ ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ଖବର ଏବେ ସାମନାକୁ ଆସିଛି । ଚଳିତବର୍ଷର ଆଇପିଏଲ ସିଜନ ଓଡିଆମାନଙ୍କ ପାଇଁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର । କାରଣ ଆସନ୍ତା ଆଇପିଏଲ-୨୦୨୩ ମ୍ୟାଚର ସମସ୍ତ ଧାରା ବିବରଣୀ ଓଡିଆ ଭାଷାରେ ଦିଆଯିବ । ଏଥିପାଇଁ ଓଡିଶାର […]

Continue Reading

ପୁଣି ଏକ ପଶ୍ଚିମା ଝଡ: ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୩-୪ ଦିନ ପାଇଁ ଦିନର ତାପମାତ୍ରରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପାଣିପାଗ ବଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, […]

Continue Reading

୨୪୦୦ କୋଟି ଟଙ୍କାରେ ଆମ୍ରି ହସ୍ପିଟାଲକୁ କିଣିବ ମନିପାଲ

ମୁମ୍ବାଇ: ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବଂ ନ୍ୟାୟିକ ଯୁଦ୍ଧ ପରେ ଶେଷରେ ମନିପାଲ ହେଲ୍ଥ ଏଣ୍ଟରପ୍ରାଇଜେସ ଆମ୍ରି ହସ୍ପିଟାଲକୁ କିଣିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିପାଇଁ ୨୪୦୦ କୋଟିର ଡିଲ ହୋଇଛି । ଚୁକ୍ତି ଅନୁଯାୟୀ ମନିପାଲ ପ୍ରଥମ ପର୍ଯ୍ୟାୟରେ ୭୫ ପ୍ରତିଶତ ଅର୍ଥ ପ୍ରଦାନ କରିବ । ବାକି ଦେୟ ବର୍ଷକ ପରେ ଦେବ । ଆମ୍ରି ହସ୍ପିଟାଲକୁ କିଣିବା ପରେ ଏହାକୁ ଅଧିକ ପ୍ରସାରଣ କରିବ ମନିପାଲ । ହସ୍ପିଟାଲରେ […]

Continue Reading

ବିଧାନସଭା ଅଚଳ, କଳା ଡ୍ରେସ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ କର୍ମୀ; କହିଲେ ସାରାଦେଶ ଦେଖିବ ଆମର ଶକ୍ତି

ଭୁବନେଶ୍ୱର: ଆଜି ଚାଲି ପାରିଲା ନାହିଁ ବିଧାନସଭା ଗୃହ । ଗଣତନ୍ତ୍ରର ହତ୍ୟା ସହିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦକୁ ରଦ୍ଦକୁ ନେଇ ଆଜି ଗୃହରେ ଗର୍ଜିଛନ୍ତି କଂଗ୍ରେସ । ଆଜି ସମସ୍ତ କଂଗ୍ରେସ କର୍ମୀ କଳା ପୋଷାକ ପରିଧାନ କରିଛନ୍ତି । ଯାହା ପାଇଁ ଗୃହକୁ ୪ଟାପର୍ଯ୍ୟନ୍ତ ମୁଲତବୀ କରାଯାଇଛି । କଂଗ୍ରେସର ସବୁ ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟି ଏକ ମେମୋରେଣ୍ଡମ ଦେବାକୁ ଯାଉଛନ୍ତି । ଏହା ସହିତ ରାଜ୍ୟବ୍ୟାପି ପ୍ରତିବାଦ ଜାରି ରହିବ […]

Continue Reading
Extra martial affairs After the encounter

ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ

ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ

Continue Reading
Supari killed in police firing

ପୋଲିସ ଗୁଳିରେ ଗୁରୁତର କୁଖ୍ୟାତ ଅପରାଧି, ସୁପାରି କିଲ୍ଲର ଜିତେନ୍ଦ୍ର ପଲେଇ

ପୋଲିସ ଗୁଳିରେ ଗୁରୁତର ସୁପାରି କିଲ୍ଲରପୋଲିସ ଗୁଳିରେ ଗୁରୁତର କୁଖ୍ୟାତ ଅପରାଧି, ସୁପାରି କିଲ୍ଲର ଜିତେନ୍ଦ୍ର ପଲେଇ

Continue Reading

ସ୍ୱପ୍ନ ଥିଲା ଓଡ଼ିଶା ପୋଲିସ ଚାକିରି: ଇଣ୍ଟରଭ୍ୟୁ ବେଳେ ଅଟକିଗଲା ଜୀବନ, ଶବ କହୁଛି ଦୁଃଖର କାହାଣୀ

ଭୁବନେଶ୍ୱର: ପ୍ରତ୍ୟେକ ପିତାମାତା ସେମାନଙ୍କର ପିଲାମାନଙ୍କ ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ପିଲାମାନେ ମଧ୍ୟ ନିଜର ସ୍ୱପ୍ନ ପୂରଣ କରିବା ପାଇଁ କମ୍ ବୟସରୁ ଜୀବନରେ ଅନେକ ସଂଘର୍ଷ କରିଥାନ୍ତି । ତେବେ କାହାର ଏହି ସ୍ୱପ୍ନ ପୂରଣ ହୁଏ ତ ଆଉ କିଏ ଅଧା ବାଟରୁ ଆରପାରିକୁ ଚାଲିଯାଏ । ବିଧିର ଏହି ଲିଖନକୁ କିଏ ବା ଲିଭାଇ ପାରିବ । କେବଳ ଲୁହ ଝରାଇବା ହିଁ ସାର ହୋଇଥାଏ । ତେବେ […]

Continue Reading

ପୁରୀ ଓ କଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର, ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ଐତିହ୍ୟ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଆନ୍ତର୍ଜାତିକ ସ୍ତରରେ ଏକ […]

Continue Reading

ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ପଶ୍ଚିମାଝଡ: ପ୍ରଭାବରେ ୪ ଦିନ ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ କାଲିଠୁ ସାରା ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମାଝଡ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି, ଘଡଘଡି ସହ ବର୍ଷା ଏବଂ ଝଡ ପବନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୪ ଦିନ ରାଜ୍ୟରେ ପଶ୍ଚିମାଝଡର ପ୍ରଭାବ ରହିବ ଏବଂ ୨୪ ଘଣ୍ଟା […]

Continue Reading