ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର: ପଶ୍ଚିମା-ଝଡ଼ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଝଡ଼ ପବନ ସହ ଘଡ଼ଘଡ଼ି ଏବଂ ବର୍ଷା ହୋଇଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଦାରିଙ୍ଗବାଡିଠାରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ସୂଚନା ଅନୁସାରେ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ ଲାଇନ୍‍ ଗତି କରୁଛି । ଏହା ପଶ୍ଚିମବଙ୍ଗ ଓ ଦକ୍ଷିଣ ଓଡ଼ିଶା ମଧ୍ୟଦେଇ […]

Continue Reading

ଆନ୍ଦୋଳନ ପ୍ରାତ୍ୟାହାର କଲେ ଡ୍ରାଇଭର ମହାସଂଘ, ସୂଚନା ଦେଲେ ସଂଘ ସଭାପତି

ଭୁବନେଶ୍ୱର: ଗତ ତିନି ଦିନ ଧରି ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରାତ୍ୟାହାର କରିଛି ଡ୍ରାଇଭର ମହାସଂଘ। ଏନେଇ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘର ସଭାପତି ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି । ସରକାରଙ୍କ ଉପରେ ଭରଷା ବିଶ୍ୱାସ ରଖି ମହାସଂଘ ଏହି ନିଷ୍ପତି ନେଇଛି । ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ଜନସାଧାରଣଙ୍କ ଅସୁବିଧାକୁ ନଜରରେ ରଖି ଏବଂ ମୁଖ୍ୟ ଶାସନ […]

Continue Reading

ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଚେତାବନୀ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଥମୁନି ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ମହାସଂଘ ଭେଟିବା ପରେ ୩ ମାସ ମଧ୍ୟରେ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ହେଲେ ଆଜି ସ୍ଥିତି ବଦଳିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର ରାସ୍ତାରୋକ କରିଛନ୍ତି । ଯାହାକୁ ନେଇ ସରକାରୀ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକୀୟ […]

Continue Reading
Bjd

କାହିଁକି ଚାଲିଛି “ଶଙ୍ଖ ମୋ ଗର୍ବ”ର କ୍ୟାମ୍ପେନ, କଣ ରହିଛି କାରଣ, ଜାଣନ୍ତୁ ସବୁ ସତ

Why is the “Shankh Mo Gharb” campaign going on, what are the reasons, know all the truth

Continue Reading

ସ୍ମାଟ୍ ସିଟିକୁ ପ୍ରଦୂଷିତ କଲେ ଧରିବେ ସାନିଟେସନ ଇନିସପେକ୍ଟର୍ ! ଦେବାକୁ ହେବ ୧୦ ହଜାର ଫାଇନ୍

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା କଲେ ଗଣିବେ ଜୋରିମାନା। ୫ଶହ କି ହଜାରେ ନୁହେଁ, ଉଲଙ୍ଘନକାରୀଙ୍କୁ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜୋରିମାନା । ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତକୁ ଅଳିଆ ସଂଗ୍ରହ କରୁଥିବା ଗାଡ଼ିକୁ ହସ୍ତାନ୍ତର ନକରି ଖଆମଖିଆଲି ଭାବେ ଏଠିସେଠି ଖୋଲାରେ ଢାଳିଦେଉଛନ୍ତି କିମ୍ବା ନିଆଁ ଲଗାଇ ବାୟୁ ପ୍ରଦୂଷଣ କରୁଛନ୍ତି, ସେମାନଙ୍କଠାରୁ […]

Continue Reading

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରିବାକୁ ବିଭାଗ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ […]

Continue Reading

‘ନାଟୁ ନାଟୁ’ ଗୀତ ସାହାଯ୍ୟରେ ସଡ଼କ ସୁରକ୍ଷା ବାର୍ତ୍ତା ଦେଲା ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର: ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିବା ପରେ ସାରା ଭାରତରେ ଏବେ ନାଟୁ ନାଟୁ ଗୀତ ଚର୍ଚ୍ଚାରେ। ଫିଲ୍ମ RRR ର ଏହି ଗୀତ ଓସ୍କାର ପାଇବା ପରେ ସାରା ଭାରତ ଏହାକୁ ନେଇ ଗର୍ବ ଅନୁଭବ କରୁଛି। ନାଟୁ ନାଟୁ ଗୀତର ସଫଳତା ପାଇଁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ RRR ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି […]

Continue Reading

ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ରହିଛି। ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇନାହିଁ। ମୁଣ୍ଡପିଛା ଆୟ ଅପେକ୍ଷା ଋଣ କମ୍‍ ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି, ଦେବୀପ୍ରସାଦ ମିଶ୍ର, ଅମରପ୍ରସାଦ ଶତପଥୀ, ମୁକେଶ ମହାଲିଙ୍ଗଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି। ତେବେ ଏହି ତଥ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବୋଲି ମନ୍ତ୍ରୀ କହିଛନ୍ତି। […]

Continue Reading

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

କଟକ: ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ସାରଦା ରିଅଲଇଷ୍ଟେଟ୍‌ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ୍‌ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା ପଶ୍ଚିମବଙ୍ଗରେ ଏହାର ସିବିଆଇ ତଦନ୍ତ ମଧ୍ୟ ଜାରି ରହିଛି। ତେବେ ୨୦୧୭ରେ ବାଲେଶ୍ୱର ସ୍ୱତନ୍ତ୍ର ଅଧିକୃତ କୋର୍ଟ କମ୍ପାନୀର ୪ କୋଟି […]

Continue Reading

ପଦ୍ମ ଧରିଲେ ଓଲିଉଡ ତାରକା ଦମ୍ପତି ଜିନା ଓ ରୁଦ୍ର

ବାଲେଶ୍ୱର: ପଦ୍ମ ଧରିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଜିନାଙ୍କ ସହ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ପଦ୍ମ ଧରିଛନ୍ତି। ବାଲେଶ୍ୱରରେ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିନା ଓ ରୁଦ୍ରଙ୍କ ସମେତ ୮୦ରୁ ଅଧିକ ଲୋକ ବିଜେପିରେ ସାମିଲ ହୋଇଛନ୍ତି । ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ […]

Continue Reading