ଅଯଥା ଖର୍ଚ୍ଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କଲା ଶିକ୍ଷା ବିଭାଗ

ଭୁବନେଶ୍ୱର: ସ୍ମାର୍ଟ କ୍ଲାସରୁମ ଆଳରେ ଅଯଥା ଅର୍ଥ ଖର୍ଚ୍ଚ କରିବାକୁ ଉଦ୍ୟତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏ ସକାଶେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କରିଛି । ବିଭାଗର ଅତିରିକ୍ତ ସଚିବ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ ତିଆରି ଆଭ୍ୟନ୍ତରୀଣ ବ୍ୟାପାର । ଏଥିପାଇଁ ବିଶ୍ୱବିଦ୍ୟାଳୟ ନିକଟରେ ଯଥେଷ୍ଟ ଅର୍ଥ ଅଛି । ସେଥିରୁ ଅର୍ଥ ଖର୍ଚ୍ଚ ହୋଇପାରିବ । ସରକାର ଏ ସକାଶେ ଅତିରିକ୍ତ […]

Continue Reading

କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଜାଣନ୍ତୁ ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ସେହିପରି ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏ ଏବଂ ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ […]

Continue Reading

ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି, ୨ ଫରେଷ୍ଟର ଫେରାର : ପିସିସିଏଫ୍‌

ଭୁବନେଶ୍ବର: ଆଠଗଡ ବନଖଣ୍ଡର ନରସିଂହପୁର ଅଂଚଳରୁ ୫ ହାତୀ କଙ୍କାଳ ମିଳିବା ପରେ ଚାଲିଛି ତନାଘନା । ଘଟଣାରେ ୨ ଜଣ ଫରେଷ୍ଟର ଫେରାର ଥିବା କହିଛନ୍ତି ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ବା ପିସିସିଏଫ ଶଶୀ ପଲ୍ । କାଲି ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ କଙ୍କାଳ ମିଳିଛି ।  ଜଣାପଡିଛି ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି । ହାତୀ ମୃତ୍ୟୁରେ ସେମାନଙ୍କର କଣ ଭୂମିକା ରହିଛି, ତାହା ଏସ୍‌ଆଇଟି ତଦନ୍ତରୁ […]

Continue Reading

ବଢ଼ିବ ଏମକେସିଜି ଶିଶୁ ବିଭାଗର ପିଜି ସିଟ୍, ଭିତ୍ତିଭୂମି ପରଖିଲେ ଏନଏମସି ପ୍ରତିନିଧି

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଶିଶୁ ବିଭାଗ ପିଜି ସିଟ ୮ରୁ ୧୨କୁ ବୃଦ୍ଧି ହେବ । ଏ ନେଇ ଜାତୀୟ ଭେଷଜ ପରିଷଦ(ଏନଏମସି)ର ପ୍ରତିନିଧି ତଥା ଆକ୍ସେସର ଶିଶୁ ବିଭାଗ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏମକେସିଜି ଶିଶୁ ବିଭାଗରେ ଥିବା ୮ଟି ପିଜି ସିଟକୁ ୧୨କୁ ବୃଦ୍ଧି କରିବାକୁ ପୂର୍ବରୁ ଏମକେସିଜି ପକ୍ଷରୁ ଏନଏମସି ନିକଟରେ ଆବେଦନ କରାଯିବା ସହ ଫି’ଦାଖଲ କରାଯାଇଥିଲା । ସେହିକ୍ରମରେ ଆକ୍ସେସର […]

Continue Reading

ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହେଲେ ୮ କ୍ୟାନସର ସର୍ଭାଇଭର

ଭୁବନେଶ୍ୱର: ଜୀବନର ଅନ୍ତ ନୁହେଁ କର୍କଟ । ଏ କଥାକୁ ପ୍ରମାଣିତ କରିଛନ୍ତି ପ୍ରିୟା । କ୍ୟାନସର ଆକ୍ରାନ୍ତ ସତ୍ତ୍ୱେ ପ୍ରିୟା ୧୧ ହଜାର ୮୩୦ ଫୁଟ୍ ଉଚ୍ଚ ପର୍ବତ ଚଢ଼ିଛନ୍ତି । ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହୋଇଛନ୍ତି ପ୍ରିୟାଙ୍କ ଭଳି ୮ ଜଣ କ୍ୟାନସର ସର୍ଭାଇଭର । ଉତ୍ତରାଖଣ୍ଡର ଡେରାଡୁନ୍ ଠାରୁ ଦିନାରା ବୁଗିଆଲ୍ ପର୍ଯ୍ୟନ୍ତ ୫ ଦିନିଆ ଦୁଃସାହାସିକ ପାହଡ଼ ଚଢ଼ା ଅଭିଯାନ ସଫଳତାର ସହ ସରିଛି । ଏହି […]

Continue Reading

ଆସନ୍ତା ମାସ ୩ରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଦେଖିବାକୁ ମିଳିବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ମାସ ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ହୋଇ ନପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ହେଁ ଭଲ ବର୍ଷା […]

Continue Reading

ଚୂଲିକୁ ଗଲାଣି ସଂସ୍କୃତି, ପରମ୍ପରା; ଆଧୁନିକ ସଂଗୀତରେ ନାଚୁଛନ୍ତି ରାମସୀତା

ଭୁବନେଶ୍ୱର: ସଂସ୍କୃତିର ଗତି କୁଆଡ଼େ ? କଣ ଆଧୁନିକତା ଛାପରେ ଲିଭିଯିବ ପରମ୍ପରା ? ସୋସିଆଲ୍ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାମ ଓ ସୀତା ଆଧୁନିକ ଗୀତ ତାଳେତାଳେ ମଞ୍ଚରେ ନାଚୁଛନ୍ତି । ଏ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ଆଜିକାଲି ଗାଁଠୁ ସହର ସବୁଠି ପୌରାଣିକ ନାଟକ ଲୋପ ପାଇ ଗଲାଣି । ଆଉ କାଁ ଭାଁ ଯେଉଁଠି ପୌରାଣିକ ନାଟକ ହେଉଛି ସେଠି […]

Continue Reading

ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ । ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ଗୌରାଙ୍ଗ । ରାଇଙ୍କ ମୃତ୍ୟୁ ପରେ ନା ଖାଉଛନ୍ତି ନା ପିଉଛନ୍ତି । ମନେ ପଡ଼ିଲେ ରାଇମୋହନଙ୍କ ଚର୍ଚ୍ଚିତ ଡାଇଲଗକୁ କହୁଛନ୍ତି । ପିଲାଟି ଦିନରୁ […]

Continue Reading

ଗଣଶିକ୍ଷା ମନ୍ତ୍ରୀଙ୍କ ବାଣରେ ଥରହର ହେଲେଣି ରାଜ୍ୟର ଅଳସୁଆ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ୱର: କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆଉ ତ୍ରାହି ନାହିଁ । ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଚାନକ ସ୍କୁଲ ପରିଦର୍ଶନ କରୁଛନ୍ତି । ରାସ୍ତାଘାଟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖିଲେ ତାଗିଦ୍ କରୁଛନ୍ତି । କାର୍ଯ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ତ୍ୱରିତ୍ ଆକ୍ସନ । ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ଏହି ଦବଙ୍ଗ ଆକ୍ସନକୁ ନେଇ ଏବେ ରାଜ୍ୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ […]

Continue Reading

ମୂଷା ଖାଇ ଯନ୍ତାରେ ଫସିଲା ନାଗ

ପୁରୀ: ମୂଷା ଖାଇ ଯନ୍ତାରେ ଫସିଲା ନାଗ । ଆଜ୍ଞା ହଁ ମୂଷା ଖାଇବାକୁ ଆସି ଯନ୍ତାରେ ଫସିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍ଗର ଦାଶରଥୀ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରେ ମୂଷା ମାନେ ଉପଦ୍ରବ କରୁଥିଲେ । ଆଉ ସେଇ ମୂଷାଙ୍କୁ ଧରିବା ପାଇଁ ଦାଶରଥୀ ରାତିରେ ମୂଷା ଧରା ଯନ୍ତା ବସାଇଥିଲେ । ଆଜି ସକାଳୁ ଦୋକାନ ଖୋଲିବା ପରେ ଦେଖନ୍ତି ତ ଏକ ବଡ଼ ନାଗ ସାପ ସେଇ ଯନ୍ତା ଭିତରେ […]

Continue Reading