ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ
ଭୁବନେଶ୍ୱର: ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ୬ ମାସ ବିତିଯାଇଥିଲେ ବି ରାଜ୍ୟ ସରକାର ୯ ଦଫା ଦାବି ପୂରଣ କରିନଥିବା ସଂଘ ପକ୍ଷରୁ କୁହାଯାଇଛି । […]
Continue Reading
