ଅଟଳ ବଳଦେବଜିଉଙ୍କ ଚନ୍ଦନଯାତ୍ରା ମହୋତ୍ସବ : ଚନ୍ଦନ ପୁଷ୍କରିଣୀରେ ଜିଉଙ୍କ ନୌକାବିହାର
ଜଗତସିଂହପୁର : ଶ୍ରୀଜିଉଙ୍କ ଚାଲିଛି ଚାପଖେଳ। ଚନ୍ଦନ ପୁଷ୍କରିଣୀରେ ନୌକାବିହାର କରୁଛନ୍ତି ଜିଉ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ପଳାଷୋଳ ଗାଁରେ ଅଟଳ ବଳଦେବଜୀଉଙ୍କ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରୁଛନ୍ତି।କରୋନା ଯୋଗୁ କିଛି ବର୍ଷ ହେଲା ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବେଶ ଜାକଜମକରେ ହେଉଛି ଚନ୍ଦନଯାତ୍ରା। ସଂଧ୍ୟାରେ ଶ୍ରୀଜିଉଙ୍କ ଚାପଖେଳ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗୁଛି। […]
Continue Reading
