ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ବିଏମସି ମେୟର

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗତକାଲି ଭୁବନେଶ୍ୱରରେ ବର୍ଷା ହୋଇଥିଲା । ରାତିରୁ ସକାଳ ଯାଏ ବି ବର୍ଷା ହୋଇଛି । ଏହାପରେ ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଭୁବନେଶ୍ୱରେର ପାଣି ଜମୁଥିବା ତଳିଆ ଅଞ୍ଚଳରେ ସ୍ଥିତି ପରଖିଛନ୍ତି । ତାଙ୍କ ସହ ସାଙ୍ଗରେ ଥିଲେ ବିଏମସିର ବିଭାଗୀୟ ଯନ୍ତ୍ରୀ ଓ କର୍ପୋରେଟର । ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, […]

Continue Reading

ସଫଳ ହେଲା ୧୨ଘଣ୍ଟିଆ ବନ୍ଦ ଡାକରା:ମେଡିକାଲ କଲେଜ ପରିଚାଳନା କରିବାକୁ MCL ର ପ୍ରତିଶ୍ରୁତି

ଅନୁଗୁଳ: ମେଡିକାଲ କଲେଜ ପରିଚାଳନାକୁ ନେଇ ତାଳଚେର ୧୨ଘଣ୍ଟିଆ ବନ୍ଦ ଦିଆ ଯାଇଥିଲା । ଯାହାକି ସଫଳ ହୋଇଛି । ବନ୍ଦ ବେଳେ ତ୍ରିପାକ୍ଷିକ ଆଲୋଚନା ହୋଇଥିବା ବେଳେ ଏଥିରେ ମୁଣ୍ଡ ନୂଆଁଇଛି MCL । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର ସମସ୍ତ ଖର୍ଚ୍ଚ ପରିବହନ କରିବାକୁ ମାନି ନେଇଥିଲା । ଶେଷରେ ସଫଳ ହୋଇଛି ୧୨ଘଣ୍ଟିଆ ବନ୍ଦ ଡାକରା। ଏଥିରେ ମୁଣ୍ଡ ନୁଆଁଇଛି ଏମସିଏଲ […]

Continue Reading

ଅଶାନ୍ତ ସମୁଦ୍ର: ମରଣଯନ୍ତାରୁ ଖସିଆସିଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମୁଦ୍ର ଅଶାନ୍ତ ଥିବା ବେଳେ ଦରିଆ ଭିତରକୁ ଯାଉଛନ୍ତି ମତ୍ସ୍ୟଜୀବୀ । ଯାହାର ପରିଣାମ ଆଜି ବ୍ରହ୍ନପୁର ଗୋପାଳପୁର ବନ୍ଦର ନିକଟରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଡଙ୍ଗାଟି ବୁଡି ଯାଇଥିଲା ହେଲେ ମତ୍ସ୍ୟଜୀବୀ ମାନେ ମରଣଯନ୍ତାକୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର ଗଞ୍ଜାମ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ସମୁଦ୍ର ଅଶାନ୍ତ ଥିବାରୁ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ସାନ ଆର୍ଯ୍ୟପଲି, ବଡ ଆର୍ଯ୍ୟପଲି ଓ ଗୋଳାବନ୍ଧ ଅଞ୍ଚଳର […]

Continue Reading

‘ଅହଙ୍କାର ଏବଂ ଅବହେଳା ପାଇଁ ଜଗନ୍ନାଥ ପ୍ରେମୀ କ୍ଷତି ସହୁଛନ୍ତି’

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ତିଆରି ହେଉଛି ବୋଲି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି । ଏହାପରେ ବିରୋଧୀ ବିଜେପି ଫ୍ରଣ୍ଟଫୁଟକୁ ଆସି ରାଜ୍ୟ ସରକାରକୁ ଘେରିଛି । ଏବେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରେସମିଟ୍ କରି ଉଭୟ ଏଏସଆଇ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଅହଙ୍କାର ଏବଂ ଏଏସଆଇର ଅବହେଳା ପାଇଁ କାଳିଆପ୍ରେମୀ କ୍ଷତି ସହୁଛନ୍ତି ବୋଲି କହିଛନ୍ତି। ବିଜୟ ମହାପାତ୍ର କହିଛନ୍ତି, […]

Continue Reading

ମାମଲା ଗଡୁଛି କୋର୍ଟରେ, ଛାତ ପଡ଼ି ଚାଲିଛି ନିଷିଦ୍ଧାଞ୍ଚଳରେ

ପୁରୀ: ଐତିହ୍ୟ ପ୍ରକଳ୍ପ ମାମଲା ହାଇକୋର୍ଟ ବିଚାରଧୀନ ରହିଛି। ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି, ୧୦୦ ମିଟିର ପରିଧି ଭିତରେ ଖନନ କରିବାକୁ ଏଏସଆଇ ଅନୁମତି ଦେଇନାହିଁ । ଅନ୍ୟପଟେ ନିଷିଦ୍ଧାଞ୍ଚଳରେ ଛାତ ପଡ଼ି ଚାଲିଛି । ବିରୋଧୀ ଏବଂ ବୁଦ୍ଧୀଜୀବୀ ଯେତେବେଳେ ବେଆଇନ କାମକୁ ନେଇ ପ୍ରଶ୍ନ ଉଠାଇଥିଲେ ସେତେବେଳେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ପ୍ରଶାସନ କହିଥିଲା ସେଠାରେ କେବଳ ଚାରୋଟି ଶୌଚାଳୟ ତିଆରି ହେଉଛି। କୌଣସି ବଡ ଖନନ […]

Continue Reading

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାପାଇଁ ରାୟରେ ଦର୍ଶାଇଛନ୍ତି। ତେବେ ଅନାଦେୟ ଅର୍ଥ ବାବଦ ୯ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ତିର୍ତ୍ତୋଲ ଥାନା କନକପୁର […]

Continue Reading

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲା ବେଳେ ସାଣ୍ଟ୍ରୋ ଚାଳକ ଜଣକ ଖସିଯିବାକୁ ଚେଷ୍ଟା କରିଥିଲେ । ତେବେ ସେଠାରେ ଉପସ୍ଥିତ ଦେଖଣାହାରୀ […]

Continue Reading

ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି କ୍ଷେତ୍ର। ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥିନୀ କରିଛି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁରେ ମୋହର ମାରିଛନ୍ତି। ଏନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥିନୀ ଘୋଷଣା କରିଥିଲା। ଖୁବ୍ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପରେ। ରେସରେ […]

Continue Reading

ସଙ୍ଗୀତମୟ ଜୀବନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଯେତେବେଳେ ମଣିଷ ବଣ ଜଙ୍ଗଲରେ ରହୁଥିଲା, ସେତେବେଳେ ଧାତୁ ବାସନକୁ ପିଟିବା କିମ୍ବା ଗଛର ଡାଳରେ ଡାଳ ପିଟି ହେବା ଦ୍ୱାରା ଶବ୍ଦ ଶୁଭେ । ଏପରିକି ବର୍ଷାର ଘଡଘଡି ଶବ୍ଦ ଦ୍ଵାରା କାନ ପ୍ରକମ୍ପିତ ହୋଇଥିବ । ବୋଧହୁଏ ଏହି କ୍ରମରେ ସଂଗୀତର ଗୀତଗୁଡ଼ିକ ପୁନର୍ବାର ପ୍ରସ୍ତୁତ କରାଯାଇଥିଲା ଏବଂ ଏଠାରୁ ଗୋଟିଏ ପରେ ଗୋଟିଏ ଯନ୍ତ୍ର ତିଆରି ହେଲା । ଆମ ମନର ଆନନ୍ଦକୁ ଜାଗ୍ରତ କରିବା ପାଇଁ […]

Continue Reading

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ:  ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତ ମାନେ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି ତୁମ୍ଭର ସାଲ କାର୍ଯ୍ୟ ସରିଲାଣି । ରଥ ନିର୍ମାଣର ୭ ଦିନରେ ତୁମ୍ଭରେ ସୁତା ବାଡିଆ ଯାଇ ବିନ୍ଧ କରାଯିବ […]

Continue Reading