ଉତ୍କଳରେ ପ୍ରଥମ ରାଜ୍ୟସ୍ତରୀୟ ଅନ୍ତଃବିଶ୍ବବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ଉଦଘାଟିତ
ଭୁବନେଶ୍ବର : ଶିକ୍ଷା ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ଓ ଏହା ଓଡ଼ିଶାକୁ ପ୍ରଗତିର ଶୀର୍ଷକରେ ପହଞ୍ଚାଇ ପାରିବ। ଶିକ୍ଷା ଗ୍ରହଣ ସହିତ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ତେବେ ଦକ୍ଷତା ବିକାଶ ପାଇଁ ପ୍ରତିଯୋଗୀ ମନୋଭାବ ନେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଉଚିତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ପ୍ରକାଶ କରିଛନ୍ତି। ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା […]
Continue Reading
