ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି: ଆଉ ଦିନକ ପରେ ଟି୨୦ ମ୍ୟାଚ୍

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିସାରିଛନ୍ତି ୨ ଦେଶର ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଛି ଖେଳାଳିଙ୍କ ବସ୍ । ସ୍ୱତନ୍ତ୍ର ବସ ଯୋଗେ ଯିବେ ହୋଟେଲ ମେ’ଫେୟାର ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଟିମର ଖେଳାଳି । ଖେଳାଳିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଆଉ ଦିନକ ପରେ ବାରବାଟୀରେ ଅଛି ଟି୨୦ ମ୍ୟାଚ, ଯେଉଁଥିପାଇଁ ଉଭୟ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା […]

Continue Reading

ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ବନ ଧରଣର ଅଦଳବଦଳ ପରେ ନୂଆ ବାସ୍ପତି ଭାବେ କିଏ ନିର୍ବାଚିତ ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ୨ ଦିନ ଅର୍ଥାତ୍ ଜୁନ୍ ୧୩ ତାରିଖରେ ହେବାକୁ ଯାଉଛି ବାଚସ୍ପତି ନିର୍ବାଚନ । ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ସୂଚନା ଅନୁସାରେ, ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ । ଆସନ୍ତା ଜୁନ୍ […]

Continue Reading

ଲାଞ୍ଚ ନେଇ ଧରାପଡ଼ିଲେ ବ୍ଲକ ଶିକ୍ଷାଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଝାରବନ୍ଧ ବିଇଓ ରଞ୍ଜିତ ଭୋଇ । ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ୫ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ସୂଚନା ଅନୂଯାୟୀ, ଡୁଙ୍ଗୁରିପାଲି ସ୍କୁଲର ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ସେମାନଙ୍କୁ ୫ ହଜାର ଲାଞ୍ଚ ମାଗିଥିଲେ ବିଇଓ । ଏନେଇ ଜଣେ ଶିକ୍ଷକ […]

Continue Reading

କରାଚୀରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା, ଅଜଣା ଦୁର୍ବୃତ୍ତ ଭାଙ୍ଗିଲେ ମୂର୍ତ୍ତି

ପାକିସ୍ତାନ : ପାକିସ୍ତାନରେ ପୁଣି ଥରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପୂଜାସ୍ଥଳରେ ଭଙ୍ଗାରୁଜା ହୋଇଥିବା ନେଇ ଏହି ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ ପ୍ରାୟ ୬ ରୁ ଅଧିକ ଦୁର୍ବୁତ୍ତ ଏହି ଘଟଣା ଘଟାଇଛନ୍ତି । ପୋଲିସର ସୂଚନା ଅନୂଯାୟୀ ପାକିସ୍ତାନର କରାଚୀରେ ଏକ ହିନ୍ଦୁ ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ଭଙ୍ଗାଯାଇଛି । ଘଟଣା ବିଷୟରେ ପୋଲିସ ତରଫରୁ କୁହାଯାଇଛି ଯେ କରାଚୀର କୋରଙ୍ଗୀ ଅଞ୍ଚଳରେ […]

Continue Reading

ପାକ୍ ସାଂସଦ ଲିୟାକତ ହୁସୈନଙ୍କ ମୃତ୍ୟୁ, ତୃତୀୟ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ

ପାକିସ୍ତାନ : ପାକିସ୍ତାନୀ ସାଂସଦ ଡା.ଆମୀର ଲିୟାକତ ହସୈନଙ୍କ କରାଚୀରେ ମୃତ୍ୟୁ ହୋଇଛି । ସେ ରହୁଥିବା ଆପର୍ଟମେଣ୍ଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଡାକ୍ତର ଲିୟାକତ ପାକିସ୍ତା ତେହେରିକ-ଏ-ଇନ୍ସାଫ(ପିଟିଆଇ)ର ପୂର୍ବତନ ସଦସ୍ୟ ଥିଲେ ଏବଂ ଏବେ ନାସନାଲ ଆସେମ୍ବଲିରେ ସାଂସଦ ଥିଲେ । ସେ ପୂର୍ବରୁ ଟିଭି ହୋଷ୍ଟ ଭାବରେ ମଧ୍ୟ […]

Continue Reading

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ: ଏହିଦିନ ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା  ଜୁଲାଇ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ, ଏବଂ ଜୁଲାଇ ୨୧ ତାରିଖରେ ହେବ ଭୋଟ ଗଣିତ ଏହାପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ନିର୍ବାଚନ ନେଇ ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଗୁରୁବାର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ମୁଖ୍ୟ […]

Continue Reading

ଦଳରୁ ବାଦ ପଡିଲେ ରାହୁଲ-କୁଳଦୀପ: କ’ଣ ହୋଇପାରେ ପ୍ରଥମ ମ୍ୟାଚର ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଭାରତ-ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଚିନ୍ତାରେ ପଡିଛି ଟିମ ଇଣ୍ଡିଆ । ଦୁଇ ଷ୍ଟାର ଖେଳାଳିୀଙ୍କୁ ହରାଇ ଏବେ ପ୍ଲେଇଙ୍ଗ ୧୧କୁ ନେଇ ଚାଲିଛି କଳ୍ପନାଜଳ୍ପନା । ଅଧିନାୟକ ଭାବରେ ଚୟନ ହୋଇଥିବା ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ସ୍ପିନର କୁଳଦୀପ ଯାଦବ ଆହତ ଯୋଗୁଁ ଦଳରୁ ବାଦ ପଡିଛନ୍ତି । ଫଳରେ ଦଳରେ ଅନୁଭବୀ ଖେଳାଳିଙ୍କ ସଂଖ୍ୟା କମ ରହିଛି । ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି […]

Continue Reading

ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍

କଟକ: କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । […]

Continue Reading

ଭୁବନେଶ୍ୱର ଘାଟିକିଆରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା, ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର: ଭୁବନେଶ୍ୱର ଘାଟିକିଆରେ ଆଜି ଘଟିଛି ଏକ ବୀଭତ୍ସ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନଥିଲା । ୬ ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା ବାପା । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ବାପା ଫେରାର […]

Continue Reading

ଉଦଘାଟନ ବେଳେ ଭୁଶୁଡ଼ିଲା ଝୁଲା ବ୍ରିଜ୍: ପତ୍ନୀଙ୍କ ସହ ନାଳରେ ପଡ଼ିଲେ ମେୟର ସାହେବ୍

ଭୁବନେଶ୍ୱର : ଭ୍ରଷ୍ଟାଚାର ଅନେକ ମାମଲା ଦେଖିବାକୁ ମିଳୁଛି, ଯାହାର ଶିକାର କେବଳ ସାଧାରଣ ଜନତା ହେଉଛନ୍ତି । ସରକାରୀ ବିଭାଗ ଦ୍ୱାରା ସଡ଼କ ନିର୍ମାଣ ହେଉ ବା ବ୍ରିଜ ନିର୍ମାଣରେ ଦୁର୍ନୀତି ହେଉଛି । ଭାରତରେ ଏହା ଅତି ସାଧାରଣ କଥା । କିନ୍ତୁ ବାହାର ଦେଶରେ ବି ଏପରି ଅବହେଳା ଦେଖିବାକୁ ମିଳୁଛି । ମେକ୍ସିକୋରେ ଏକ ଜ୍ୱଳନ୍ତ ଫଟୋ ସାମ୍ନାକୁ ଆସିଛି । ଉଦଘାଟନ୍ ସମୟରେ ଭୁଶୁଡ଼ି ପଡ଼ିଥିଲା ଏକ ଝୁଲା ବ୍ରିଜ୍ । […]

Continue Reading