ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ଝାରସୁଗୁଡ଼ା : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହା ସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ […]

Continue Reading

ଦିଲ୍ଲୀ କ୍ୟାପିଟାଲ୍ସର ନେଟ ବୋଲର କରୋନା ପଜିଟିଭ

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ କରୋନା ତାର ପାଦ ଥାପିଛି । ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ ବୋଲର କରୋନା ପଜିଟିଭ ହୋଇଥିବା ଜଣାପଡିଛି । ଆଜି ଦିଲ୍ଲୀର ମ୍ୟାଚ ଥିଲେ ମଧ୍ୟ ଏଥିରେ କିଛି ବାଧା ଉପୁଜିବ ନାହିଁ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପୂର୍ବରୁ ଦିଲ୍ଲୀ ଟିମର ଫିଜିଓ ପ୍ୟାଟ୍ରିକ ଫରହାର୍ଟ, ମିଚେଲ ମାର୍ଶ, ଟିମ ସେଫର୍ଟ ଏବଂ ୩ଜଣ ସପୋର୍ଟିଂ ଷ୍ଟାଫ କରୋନା ସଂକ୍ରମିିତ ହୋଇଥିଲେ ମଧ୍ୟ […]

Continue Reading

ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ: ମାତୃ ଦିବସରେ ମାଆକୁ ସମ୍ମାନ

ଭୁବନେଶ୍ୱର:ମା’ ସେ ସର୍ବଂସହା । ସେ ଜନନୀ, ସେ ଜଗଧାତ୍ରୀ । ମା’ଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ଥିଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର  ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ । ଆଜି ମାତୃ ଦିବସ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପଡେ ମାଆ ପାଇଁ ଏହି ଦିନଟିଏ  ।  ମା’ ମାନଙ୍କ […]

Continue Reading

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି। ଏହି ଅର୍ଥ ଏଯାବତ୍‌ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରି ପାରୁ ନାହାନ୍ତି। ଅନ୍ୟପକ୍ଷରେ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏଥିରୁ ନିବୃତ୍ତ ରହିବାକୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟର ଏଭଳି ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ଏନେଇ କୁଳପତିଙ୍କୁ ଚିଠି ଲେଖି ଅବଗତ […]

Continue Reading

ସଟର ଟେକୁ ଟେକୁ ଶପିଂ ମଲରେ ରେଡ୍ ଚାଲିଛି ଛାନଭିନ୍

ଭୁବନେଶ୍ୱର: ରବିବାର ଛୁଟି ଦିନ । ମଉକା ଦେଖି ବେପାର ପାଇଁ ତୟାର ଥିଲେ ମଲ୍ କର୍ତ୍ତୃପକ୍ଷ । ଏ ନେଇ ସଅଳ ସପିଂ ମଲର ସଟର ଟେକି ବେପାର କରିବାକୁ ସଜ ହୋଇ ସାରିଥିଲେ । ହେଲେ ଗ୍ରାହକ ବଦଳରେ ତଦନ୍ତକାରୀ ଟିମର ସାମ୍ନା କରିବାକୁ ପଡିଛି ରସୁଲଗଡ ସ୍ଥିତ ଏସପ୍ଲାନେଡ ମଲ୍ କର୍ତ୍ତୃପକ୍ଷଙ୍କୁ ।  ସକାଳ ୧୦ଟା ବେଳେ ପ୍ରଥମ ସଟର ଖୋଲୁ ଖୋଲୁ ଅଚାନକ ପହଞ୍ଚିଥିଲେ ଫାୟାର ସର୍ଭିସର ଟିମ୍। ଏଏଫଓ ସୁଶାନ୍ତ […]

Continue Reading

ମୁମ୍ବାଇ ଏଲଆଇସି ଅଫିସ ବିଲ୍ଡିଂରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ଏଲଆଇସି ଅଫିସରେ ନିଆଁ । ନିଆଁର ପ୍ରକୋପ ଅଧିକ ମାତ୍ରାରେ ଥିବା ବେଳେ ନିଆଁକୁ ଆୟତ କରିବା ମୁସ୍କିଲ ହୋଇପଡ଼ିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୮ଟି ଦମକଳ ନିଆଁଲିଭାରେ ନିୟୋଜିତ ହୋଇଥିଲେ ବି ନୟାନ୍ତ ହୋଇପଡ଼ିଛନ୍ତି। ଅଫିସ ବିଲ୍ଡିଂରେ ନିଆଁ ଲାଗିବା ସହିତ ତାହା ପାଖ ବିଲ୍ଡିଂ ଗୁଡିକୁ ବି ବ୍ୟାପିଯାଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇଥିବା ଖବର ମିଳିପାରିନି। ନିଆଁ ଲାଗି ଅଫିସର […]

Continue Reading

ରାଜମୌଲୀଙ୍କ ଆଗାମୀ ଫିଲ୍ମରେ ମହେଶ ବାବୁଙ୍କ ସହ ରହିବେନି କୌଣସି ବଲିଉଡ ହିରୋଇନ

ମାଡ୍ରାସ: ବାହୁବଳୀ ଏବଂ ଆରଆରଆର ପରେ ଏସଏସ ରାଜମୌଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି । ଏହି ଫିଲ୍ମରେ ମହେଶ ବାବୁ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ତେବେ ତାଙ୍କ ସହ ବଲିଉଡର କୌଣସି ହିରୋଇନ ରହିବେ ନାହିଁ ବୋଲି ଆୟୋଜକ ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୁଷ୍ପା ଏବଂ କେଜିଏଫ ୨ ପରେ ରାଜମୌଲୀ ମଧ୍ୟ ସାଉଥ ହିରୋଇନଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । […]

Continue Reading

ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଗୁରୁତର

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ  ଜାମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ । ଫଳରେ ପ୍ଲାଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ତେବେ କୋଲ୍ ୟୁନିଟରେ ନିଆଁ କେମିତି ଲାଗିଲା ସେ ସମ୍ପର୍କରେ ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନି । ଅଗ୍ନିକାଣ୍ଡ ଘଟଣାକୁ ନେଇ […]

Continue Reading

ଦେବାଶିଷଙ୍କ କଟା ଘା’ରେ ଚୂନ ମାରିଲେ ଦାମ ରାଉତ

ଭୁବନେଶ୍ୱର: କଟକ ବାରାବାଟିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି ବୋଲି ଏକ ସଭାରେ କହିବା ପରେ ଜବାବ ରଖିଛନ୍ତି ପାରାଦୀପର ପୂର୍ବତନ ବିଧାୟକ ତଥା ଏବେର ବିଧାୟକ ସମ୍ବିତ ରାଉତରାୟଙ୍କ ବାପା  ଦାମୋଦର ରାଉତ । ସେ କହିଛନ୍ତି ପାରାଦୀପର ମା ମାନେ କାନ୍ଦନ୍ତି ନାହିଁ, ତେଣୁ ଏମାନଙ୍କ ଲୁହ ପୋଛିବା କଥା ଭୁଲିଯାଆନ୍ତୁ ଦେବାଶିଷ। ସେ ନିଜ ନିର୍ବାଚନ ମଣ୍ଡଳୀର ମା’ଙ୍କ ଲୁହ ପୋଛି ପାରିଲେନି […]

Continue Reading

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେବେ ଆରମ୍ଭ ହେବ, କହିଲେ ବୋର୍ଡ ସଭାପତି

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ପରୀକ୍ଷା । ହେଲେ ଫର୍ମ ପୂରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପଛର କାରଣ କଣ ହୋଇପାରେ । ପରୀକ୍ଷା ଶେଷ ହେବା ପରେ ଗଣଣାଧ୍ୟମ ପ୍ରତିନିଧିଙ୍କର ଏପରି ପ୍ରଶ୍ନର ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା। ଅନେକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଦେଇଥିଲେ ହେଲେ ପରୀକ୍ଷା ଦେବାକୁ ଆସିନାହାନ୍ତି । ପ୍ରକୃତ କାରଣ ଜାଣିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ […]

Continue Reading