୧୦ ଜିଲ୍ଲାକୁ ମିଳିଲା ସତର୍କ ସୂଚନା: ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ସ୍ଥାନରେ ହୋଇପାରେ ଝଡବର୍ଷା
ଭୁବନେଶ୍ୱର: ମଧ୍ୟପ୍ରଦେଶ ଏବଂ ତତସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ଦିନରେ ଝଡବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ତେବେ ଏଥିପାଇଁ ରାଜ୍ୟର ୧୦ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଏହି ଜିଲ୍ଲାମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ମୋଟ ୧୦ଟି ରାଜ୍ୟରେ ଜାରି ହୋଇଛି ଏହି ସତର୍କ ସୂଚନା । ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା ଜିଲ୍ଳା […]
Continue Reading
