ୟୁକ୍ରେନ୍‌-ଋଷିଆ ଯୁଦ୍ଧ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଋଷିୟ କଳାକାର

ଭୁବନେଶ୍ୱର: ଦିନକୁ ଦିନ ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅସାନ୍ତି ବଢିବାରେ ଲାଗିଛି । ଉଭୟ ଦେଶ ତଥା ଅନ୍ୟ ଦେଶର ଲୋକେ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଲାଗି ଜଣେ ଋଷିୟ କଳାକାର ଅଭିନବ ଉପାୟରେ ଆହ୍ୱାନ ଦେଇ ଗିରଫ ହୋଇଛନ୍ତି । ରାସନ୍ ସାମଗ୍ରୀରେ ଲାଗିଥିବା ପ୍ରାଇସ୍ ଟ୍ୟାଗକୁ ହଟାଇ ଲେଖିଥିଲେ ଯୁଦ୍ଧ ବିରୋଧୀ […]

Continue Reading

ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ , ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର :  ଭୁବନେଶ୍ୱର ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବଦଳିଲେ ତଦନ୍ତକାରୀ ଅଧିକାରୀ । ଏନଏଚଆରସି ଗାଇଡ ଲାଇନ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି କରାଯାଇଛି । ତଦନ୍ତକାରୀ ଅଧିକାରୀ ଏସଆଇ ଏସ. କେ ବେହେରାଙ୍କୁ ବଦଳି କରିଛି କମିଶନରେଟ ପୋଲିସ । ଆଇଆଇସି ରାଙ୍କର ଜଣେ ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଅଧିକାରୀ କରାଯିବ । ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଦେବେନ୍ଦ୍ର କେଉଁ ପରିସ୍ଥିତିରେ ଥାନାକୁ […]

Continue Reading

ବିଧାୟକ ମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯାଉ : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ପରିବର୍ତ୍ତନ ହେବା ନିଶ୍ଚିନ୍ତ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିବାକୁ ରହିବାକୁ ଚାହୁଁନାହାନ୍ତି ବୋଲି ତାରା କହିଛନ୍ତି । ଯଦି ବିଧାୟକ ମାନଙ୍କୁ ମଧ୍ୟରୁ କିଏ ପିସିସି ସଭାପତି ନହୁଏ ନିଶ୍ଚିନ୍ତ ଭାବରେ ଅସନ୍ତୋଷ ରହିବ । […]

Continue Reading

ବୋଟ୍ ରୁ ପାଣିକୁ ଡେଇଁ ଖସିଗଲା ବାଘ

ଭୁବନେଶ୍ୱର: ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ରବିବାର ଆଇଏଫଏସ ଅଫିସର ପରବିନ କସୱାନ ଏମିତି ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯାହା ଶହେ ଶହେ ରେ ଭାଇରାଲ ହେବାରେ ଲାଗିଛି । ବୋଟ୍ ରେ ଏକ ମହାବଳ ବାଘକୁ ସୁନ୍ଦରବନକୁ ଉଦ୍ଧାର କରି ନେବା ବେଳେ ବାଘ ଟି ପାଣିକୁ ଡେଇଁ ପଡୁଛି । ପଛକୁ ଆଉ ନ ମୋଡ଼ି କିଛି ବାଟ ପହଁରି ଯାଉଛି […]

Continue Reading

ତାମିଲ ଟିଟି ଖେଳାଳି ବିଶ୍ୱ ଦୀନଦୟାଲଙ୍କ ଦୁର୍ଘଟଣାରେ ମୃତ୍ୟୁ; ୨୭ରେ ଯାଇଥାନ୍ତେ ଅଷ୍ଟ୍ରିଆ

ଶିଲଂ: ତାମିଲନାଡୁ ଟେବୁଲ ଟେନିସ ଖେଳାଳି ବିଶ୍ୱ ଦୀନଦୟାଲନଙ୍କ(୧୮) ରବିବାର ଗୁଆହାଟ୍ଟିରୁ ଶିଲଂ ଯିବା ରାସ୍ତାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ୮୩ତମ ଜାତୀୟ ସିନିଅର ଓ ଅନ୍ତଃ ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଖେଳିବାକୁ ଅନ୍ୟ ତିନି ଜଣ ଖେଳ ସାଙ୍ଗଙ୍କ ସହ ଟାକ୍ସିରେ ଯାଉଥିଲେ । ରମେଶ ସନ୍ତୋଷ କୁମାର, ଅବିନାଶ ପ୍ରସନ୍ନାଜୀ ଶ୍ରୀନିବାସନ ଏବଂ କିଶୋର କୁମାର ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଛି । […]

Continue Reading

ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ପୁରୀ : ଓଡିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି । ଆରପାରିକୁ ଚାଲିଯାଇଛନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷ ହୋଇଛି ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ।ବଡପୁଅ ମହାଦୀପ କର ପ୍ରଫୁଲ୍ଲ କରଙ୍କୁ ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ସମୟରେ ସାନ ପୁଅ ମହାପ୍ରସାଦ କର, କନ୍ୟା ସନ୍ଧ୍ୟାଦୀପ କର, ପୁତ୍ର ବଧୁ ନାତି ନାତୁଣୀ ଓ ସଙ୍ଗୀତ ପ୍ରେମୀ , ବୁଦ୍ଧିଜିବୀ ଓ ସାଧାରଣ ବ୍ୟକ୍ତି […]

Continue Reading

ଇଲେକ୍ଟ୍ରିକ୍ ଗାଡି ବ୍ୟାଟେରୀରେ ବିସ୍ଫୋରଣ, ଜଳିଗଲା ସୋ’ରୁମ୍

ଭୁବନେଶ୍ୱର: ବଢିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଏଭଳି ସ୍ଥିତିରେ ଲୋକେ ଇଲେକ୍ଟ୍ରିକ୍ ଗାଡି ଆଡକୁ ମୁହାଁଉଛନ୍ତି । ଧୀରେଧୀରେ ଲୋକଙ୍କ ନିକଟରେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ମଧ୍ୟ ବଢିବାରେ ଲାଗିଛି । ହେଲେ ଚଳିତବର୍ଷ ଏକାଧିକ ଇଲେକ୍ଟ୍ରିକ୍ ଗାଡିରେ ବିସ୍ଫୋରଣ ଲୋକଙ୍କୁ କୋକୁଆ ଭୟରେ ରଖିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ ସୋ’ରୁମର ଭିଡିଓ । ଚେନ୍ନାଇର କୁନରାଥୁର ଇଲାକାରେ ଥିବା ଓକିନାୱା କମ୍ପାନୀର ଏକ ଗାଡି ସୋ’ରୁମ ଅଗ୍ନିକାଣ୍ଡରେ ଧୂଳିସାତ […]

Continue Reading

ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ଆଲୋଚନା ସଫଳ , ତିନି ମାସ ଭିତରେ ଦାବି ପୁରଣ ହେବ

ଭୁବନେଶ୍ୱର : ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ଆସୋସିଏସନ୍ ସହ ସରକାର ଆଲୋଚନା କରିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛି ସଂଘ । ଏହି ଆଲୋଚନା ସଫଳ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ମାନଙ୍କ ଦାବି ଓ ସମସ୍ୟାର ସମାଧାନ ପାଇଁ ପରିବହନ ଓ ଶ୍ରମ ବିଭାଗ ଅଧିନରେ କମିଟି ଗଠନ କରାଯିବ । ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ […]

Continue Reading

ହେଲେ ମଉଡ଼ମଣି ପ୍ରଫୁଲ୍ଲ କର

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ପଞ୍ଚ ଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର । । ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ । ଅନ୍ତିମ ସଂସ୍କାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗତକାଲି ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦିର୍ଘ ୬ […]

Continue Reading

ପୋଖରୀରେ ବୁଡି ବରଗଡ ଜନ୍ମିତ ଇସ୍ରୋ ବୈଜ୍ଞାନିକ ନିହାର ରଂଜନ ପ୍ରଧାନଙ୍କ ମୃତ୍ୟ

ବରଗଡ: ବେଶ ପୁରୁଣା ନୁହଁ, ଗତବର୍ଷ ଜାନୁଆରୀ ମାସରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ ସହ ବୈଜ୍ଞାନିକ ଭାବେ ଯୋଡି ହୋଇଥିଲେ ବରଗଡର ନିହାର ରଂଜନ ପ୍ରଧାନ । ଏହି ଖବର ତାଙ୍କ ଗାଁ ସମେତ ସାରା ରାଜ୍ୟକୁ ଗୌରବାନ୍ୱିତ କରିଥିଲା । ହେଲେ ଆଜି ତାଙ୍କ ଅକାଳ ବିୟୋଗ ଖବର ସାରା ଦେଶରେ ଶୋକର ଛାୟା ଖେଳାଇଦେଇଛି । ବରଗଡ ଜିଲ୍ଲାର ଝାରପାଲି ଗାଁର ନିହାର ଇସ୍ରୋ ତରଫରୁ ବୈଜ୍ଞାନିକ ଭାବେ ନିଯୁକ୍ତି […]

Continue Reading