ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ
କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ ଗଛିତ ସୁନା ଜିଏସଟି ବିଭାଗ ଜବତ କରିଛି । ଏହି ଜବତ ଖବର କାଗଜ ଓ ତଥ୍ୟକୁ ଆଧାର କରି ତଦନ୍ତ କରାଯିବ ବୋଲି ଜିଏସଟି ବିଭାଗର […]
Continue Reading
