ଓଡ଼ିଶାରେ EV ଗାଡ଼ି କିଣାରେ ୬୨୧ କୋଟିରୁ ଅଧିକ ସବସିଡି, ୩ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବସିଡି ବାବଦରେ ଖର୍ଚ୍ଚ ହୋଇଛି ୬୨୧ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କା। ଏହି ସବସିଡିରେ ୩ ଲକ୍ଷ ୩ ହଜାର ୯୩୪ ଜଣ ହିତାଧିକାରୀ ଲାଭବାନ ହୋଇଛନ୍ତି। ଅନ୍ୟପଟେ ୧୪୫ଟି ଆବେଦନ ଏବେ ବି ବିଚାରାଧୀନ ରହିଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ବିଧାୟକ […]

Continue Reading