ଡିସିଏଲ୍ ଫୁଟବଲ୍ କପ୍ ଚାମ୍ପିୟନ ରାଜନେତା ଏକାଦଶ, ଫାଇନାଲ୍ରେ ପୋଲିସକୁ ହରାଇଲା
ଭୁବନେଶ୍ୱର : ନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ପୋଲିସ, ସାମ୍ବାଦିକ ଓ ଆଇନଜୀବୀ। ସମସ୍ତେ ଗୋଟିଏ ପଡ଼ିଆରେ, ଗୋଟିଏ ଖେଳରେ। ଏଭଳି ଏକ ନିଆରା ବନ୍ଧୁତ୍ୱପୂର୍ଣ୍ଣ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର ନମ୍ବର-୧ ଫୁଟବଲ୍ ଏକାଡେମୀ ପରିସରରେ ଡିସିଏଲ୍ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜନେତା ଏକାଦଶ ଚାମ୍ପିୟନ ହୋଇ ଡିସିଏଲ୍ ଟ୍ରଫି ହାତେଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଦୁଇଟି ଗ୍ରୁପ୍ରେ ବିଭକ୍ତ ହୋଇ ଅଂଶଗ୍ରହଣ କରିଥିଲେ। ରାଜନେତା ଏକାଦଶ, ଓଲିଉଡ୍ ଏକାଦଶ, ଗଣମାଧ୍ୟମ […]
Continue Reading
