The new Nokia Keypad 5G phone is coming to the market with a DSLR camera at Rs 2999

2999 ଟଙ୍କାରେ DSLR କ୍ୟାମେରା ସହ ମାର୍କେଟକୁ ଆସୁଛି ନୂଆ Nokia Keypad 5G ଫୋନ

ଭୁବନେଶ୍ୱର (ବ୍ୟୁରୋ) : ମୋବାଇଲ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ଥିଲା ନୋକିଆ ମୋବାଇଲ | କୌଣସି କାରଣ ବଶତଃ ମାର୍କେଟରୁ ଲୁପ୍ତ ହେଇଯାଉଥିବା ଫୋନ କମ୍ପାନୀ କିନ୍ତୁ ଏବେ ପୁଣି ମାର୍କେଟରେ ନିଜର ପତିଆରା ଜାହିର କରିବାକୁ ଅଣ୍ଟା ଭିଡିଲାଣି | ଟଚ ସ୍କ୍ରିନ ସ୍ମାର୍ଟଫୋନ ଦୁନିଆରେ ନୋକିଆ ପ୍ରବେଶକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି | ଏହି ଫୋନ ଭାରତରେ ଏକ ଭୌତିକ ପରିବର୍ତନ କରିପାରେ ବୋଲି ଆଲୋଚନା ହେଉଛି | ତେବେ ଆସନ୍ତୁ ଜାଣିବା […]

Continue Reading
The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading

ସୌମେନ ଅଗରବତୀ ଦେବ Led TV

ଭୁବନେଶ୍ବର : ଓଡ଼ିଶାରେ ଇତିହାସ ରଚିଲା ସୌମେନ୍ ଅଗରବତୀ। ନିଜ ଗ୍ରାହକଙ୍କୁ ନେଇ ନିଆରା ଢଙ୍ଗରେ ପାଳନ କଲା ଗ୍ରାହକ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଖାପାଖି 100ରୁ ଉର୍ଦ୍ଧ ଗ୍ରାହକ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଛନ୍ତି। ଅନେକ ଧୂପ ପ୍ରସ୍ଥୁତ ସଂସ୍ଥା ଥିଲେ ସୁଦ୍ଧା ଏପରି ସଂଯୋଜ ଆଜିଯାଏ ଦେଖିବାକୁ ମିଳିନଥିଲା। ଏହା ରାଜ୍ୟରେ ଇତିହାସ୍ ସୃଷ୍ଠି କରିଥିବା କଥା ଗ୍ରାହକ ମୁହଁରେ ଥିଲା। ଏହି ଉପଲକ୍ଷେ ଏକ ବଡ ଘୋଷଣା […]

Continue Reading

ଫେବ୍ରୁଆରି ୩ ରୁ ଝୁମିବ ରାଜଧାନୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ପକ୍ଷରୁ ଫେବ୍ରୁଆରି ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” l ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆ […]

Continue Reading

ଏହି ମନ୍ଦିରରେ ପୂଜା ପାଆନ୍ତିନି ଦେବାଦେବୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ଭାବରେ ଭୁବନେଶ୍ୱର ଖୁବ୍ ଜଣାଶୁଣା। ଏହି ସ୍ଥାନରେ କେତେ ଯେ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଆଜି ବି କାଳବକ୍ଷରେ ଲୁକ୍କାୟିତ ହୋଇ ରହିଛି ଯାହାର ଆବିର୍ଭାବ ସମୟାନୁସାରେ ହୋଇ ଚାଲିଛି । ଏଥି ମଧ୍ୟରେ ରହିଛି ପୁରୁଣା ଭୁବନେଶ୍ବରର ଉତ୍ତର ଦରଜା ବଡୁ ସାହିର ଶୁକଶାରୀ ମନ୍ଦିର ।ଏହି ମନ୍ଦିରଟି ବିନ୍ଦୁ ସାଗର ର ଦକ୍ଷିଣ ଦିଗରେ ଅବସ୍ଥିତ l ଯଦିଓ ଏଠାରେ ଅନେକ ବର୍ଷ ହେଲା ପୂଜା ବନ୍ଦ […]

Continue Reading
corona-update copygfgbh

ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା; ପୁଣି ୧୨୬୪ ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୭ ଜିଲ୍ଲାରୁ ଆଉ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ୮୬ ମହିଳା । ସେ ପୁର୍ବାରୁ ମଧୁମେହ ରୋଗରେ ପୀଡିତ […]

Continue Reading
corona-update copy

କରୋନା ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୧୦୮; ପୁଣି ୧୦୭୮ ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୫ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୦୮ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୮ ଜିଲ୍ଲାରୁ ଆଉ ୧୦୭୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୨ ଜଣ ୬୦ ଓ ୬୧ ବର୍ଷୀୟ ପୁରୁଷ ଏବଂ […]

Continue Reading
20201707-police

ପୋଲିସଙ୍କୁ ୩ ମାସ ମହଲତ

ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ […]

Continue Reading