ଖଣି ଉତ୍ପାଦନ ବଢ଼ିଲା, ଆଦାୟ ହେଲାନି ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ; କେନ୍ଦୁଝର ହରେଇଲା ୧୪୮.୪୬ କୋଟି ରାଜସ୍ୱ
ଭୁବନେଶ୍ୱର: ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିଲେ ମଧ୍ୟ ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ପାର୍ଥକ୍ୟ ଷ୍ଟାମ୍ପ ଶୁଳ୍କ (SD) ଓ ପଞ୍ଜୀକରଣ ଶୁଳ୍କ (RF) ଆଦାୟ କରାଯାଇନଥିବା ଘଟଣା ସାମ୍ନାକୁ ଆସିଛି। ଏହା ଫଳରେ ସରକାରଙ୍କ ୧୪୮.୪୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନଥିବା CAG ଅଡିଟ୍ରେ ଦର୍ଶାଯାଇଛି। ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ର ଓଡ଼ିଶା ସଂଶୋଧନ ଅନୁସାରେ, ନିର୍ଦ୍ଦିଷ୍ଟ ପ୍ରକାରର ଦୀର୍ଘମିଆଦୀ ଲିଜ୍ରେ ଷ୍ଟାମ୍ପ ଶୁଳ୍କ ଆଦାୟର ବ୍ୟବସ୍ଥା ରହିଛି। ଖଣି ଯୋଜନାରେ […]
Continue Reading
