ଜିମ୍ ଭିତରେ ଥମ୍ସଅପ୍ କାଚ ବୋତଲରେ ଆକ୍ରମଣ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଜିମ୍ରେ ଜଣେ ଯୁବକଙ୍କ ଉପରେ କାଚ ବୋତଲରେ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗକାରୀ ଶ୍ରୀ ସୁନୀଲ କୁମାର ନାୟକ (୩୫)ଙ୍କ ଲିଖିତ ଏତଲା ଆଧାରରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସ ସୂଚନା ଅନୁସାରେ, ଜୁଲାଇ ୬ ତାରିଖ ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ସୁନୀଲ କୁମାର ନାୟକ ରୟାଲ ଫିଟନେସ୍ […]
Continue Reading
