ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସ କରୁଛି ତଦନ୍ତ

Top Storise ରାଜ୍ୟ

ଭୁବନେଶ୍ୱର: ରାଜଧାନୀରେ ଠାବ ହେଲଶ ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ଏକ ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ।

କଳିଙ୍ଗନଗର କେ-୭ ରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ବୟସ ୨୭ ବର୍ଷ ବୋଲି ଜଣାପଡ଼ିଛି ଏବଂ ସେ ମିସ୍ତ୍ରୀ ଭାବେ କାମ କରୁଥିଲେ । ତେବେ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସର ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *