ଗୋଟେ ଥରରେ ଦାନ୍ତର ସବୁ ସମସ୍ଯା ହେବ ଦୂର ବାସ କରନ୍ତୁ ଏହି ଗୋଟେ ସାଧାରଣ ଉପାୟ

Top Storise ଜୀବନଚର୍ଯ୍ୟା

ଆମ ଆଖ ପାଖରେ କିଛି ଏମିତି ଗଛ ଦେଖାଯାଇଥାଏ କିନ୍ତୁ ଆମେ ଔଷଧୀୟ ଗୁଣ ବିଷୟରେ ଜାଣି ନଥାଉ । ଆଜି ଆମେ ଏହି ଲେଖାରେ ଆଲୋଚନା କରିବା ଏମିତି ଏକ ଘାସ ବିଷୟରେ ଯାହା ଦାନ୍ତର ସମସ୍ୟାକୁ ମାନେ ବିଭିନ୍ନ ପ୍ରକାର ରୋଗ ଯେମିତିକି ଦାନ୍ତରେ ପାଇରିଆ, ଦାନ୍ତ ଦରଜ ହେବା, ମାଢି ରକ୍ତ ବାହାରିବା, ଏହି ସମସ୍ୟାକୁ ମୂଳରୁ ଶେଷ କରିଥାଏ ।

ଆଜି ଆମେ ଆଲୋଚନା କରିବା ଅପମାର୍ଗ, ଚିରଚିଟା ଏହାର ବହୁତ ନାମ ରହିଛି ଯଦି ଆପଣ ଆଉ କିଛି ନାମ ଜାଣିଛନ୍ତି କମେଣ୍ଟରେ ଲେଖିପାରିବେ । ଏହି ଗଛର ଧାର୍ମିକ ଗୁଣବି ବହୁତ ରହିଛି । ହିନ୍ଦୁ ଧର୍ମରେ ଏମିତି ଗୋଟେ ପର୍ବ ହୋଇଥାଏ ଏଥିରେ ଲୋକ ବ୍ରତ ରଖିଥାନ୍ତି । ବ୍ରତ କରିବା ପରେ ଲୋକ ଏହି କାଠିରେ ଦାନ୍ତ ଘଷିଥାନ୍ତି । ଏଥିରେ ଦାନ୍ତ ଘଷିବା ଦ୍ଵାରା ଦାନ୍ତର କିଡା ମରିଯାଇଥାଏ । ଏହାଛଡା ଆହୁରି ବହୁତ କିଛି ରୋଗକୁ ଦୂର କରିଥାଏ । ଯେମିତିକି ମେଲେରିଆ, କୁଣ୍ଡେଇହେବା, ମୁଣ୍ଡ ବିନ୍ଧା, ପେଟ ରୋଗ, ଜ୍ଵର, ଏହା ସହିତ ଦାନ୍ତର କଷ୍ଟ ମଧ୍ୟ ଦୂର କରିଥାଏ । ଏହାର କେମିତି ବ୍ୟବହାର କରି ଦାନ୍ତ ସମସ୍ୟାରୁ ମୁକ୍ତି ପାଇପାରିବା । ଆଜିକାଲି ଦିନରେ ସବୁ ବ୍ୟକ୍ତି ଚା ପିଇଥାନ୍ତି, ଚା ପିଇବା ଆମ ଶରୀର ପାଇଁ କ୍ଷତି କାରକ ହୋଇଥାଏ ।

ଏହା ସହିତ ଚା ପିଇବା ଦ୍ଵାରା ଆମର ଦାନ୍ତ ଖରାପ ହୋଇଥାଏ । ଛୁଆ ମାନଙ୍କର ଅଭ୍ୟାସ ଥାଏ ପ୍ରାୟ ସବୁବେଳେ ଚୋକଲେଟ ଖାଇବାର ସେଥିପାଇଁ ତାଙ୍କର ମଧ୍ୟ ଦାନ୍ତ ଖରାପ ହୋଇଥାଏ । ଏହି ଲେଖାରେ ଆମେ ଏହାର ତିନୋଟି ପ୍ରୟୋଗ କହିବୁ । ଏହି ଗଛର ପ୍ରୟୋଗ ଆପଣଙ୍କୁ କେମିତି କରିବାକୁ ହେବା ସୂଚନା ଆମେ ଦେବୁ । ସର୍ବ ପ୍ରଥମେ ଏହାର ପତ୍ରକୁ ଛିଡାଇ ଚୋବେଇବେ ଓ ସେ ଗୁଣ୍ଡା ହେଲା ପରେ ଦାନ୍ତରେ ତାକୁ ମସାଜ କରିବେ ।

ଏହା କରିବା ଦ୍ଵାରା ଆପଣଙ୍କ ମାଢି ମଜଭୁତ ରହିବ ଓ ଦାନ୍ତରୁ କୀଟାଣୁ ମରିଯାଇଥାଏ । ଏହା ସହିତ ଏହି କାଠିରେ ମଧ୍ୟ ଦାନ୍ତ ଘଷି ପାରିବେ ଏଥିରେ ଆପଣଙ୍କ ଦାନ୍ତରୁ କୀଟାଣୁ ମରିଯାଇଥାଏ ଓ ଦାନ୍ତ ସଫା ହୋଇଯାଇଥାଏ । ଯଦି ଆପଣଙ୍କ ଦାନ୍ତରେ କେଉଁଠି ଦରଜ ରହୁଛି ତାହେଲେ ତାର ପତ୍ରକୁ ପେଷିକି ଦାନ୍ତରେ ଲଗେଇ ପାରିବେ । ଏଥିରେ ବହୁତ ଆରମ ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *