କୁଲଗାମ ବିଜେପି କର୍ମୀଙ୍କ ହତ୍ୟା ସନ୍ଦେହରେ ଲଶ୍କର ଆତଙ୍କବାଦୀ ଜହୁର ଅହମ୍ମଦ ଗିରଫ

ଜାମ୍ମୁ କାଶ୍ମୀର: ଗତ ବର୍ଷ କୁଲଗାମ ଜିଲ୍ଲାର ଭେସୁ ଅଞ୍ଚଳରେ ତିନି ଜଣ ବିଜେପି କର୍ମୀଙ୍କ ହତ୍ୟା ପଛରେ ଥିବା ସନ୍ଦେହ କରାଯାଉଥିବା ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଜହୁର ଅହମ୍ମଦଙ୍କୁ ଜମ୍ମୁ କଶ୍ମୀରର ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ଜହୁର ଅହମ୍ମଦ କୁଲଗାମର ଫୁରା ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ସେ ଲଶ୍କର-ଇ-ତାଇବା କିମ୍ବା ଟିଆରଏଫ ର ସଦସ୍ୟ ଅଟନ୍ତି। ଅଧିକ ଅନୁସନ୍ଧାନ ପାଇଁ ଜହୁର […]

Continue Reading

ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରେ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ଆଗରେ ଉଠାଯାଇଛି ଏହି ଫଟୋ । ଗତ ଦୁଇ ତାରିଖରେ ଏହି ଫଟୋ ପୋଷ୍ଟ ହୋଇଛ । ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି […]

Continue Reading

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ଦଳରେ ତିନିଟି ପରିବର୍ତ୍ତନ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି ଷ୍ଟୋନ୍ ।ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ପ୍ରଥମ ଟେଷ୍ଟ ଖେଳିଥିବା ଯଶପ୍ରୀତ ବୁମରାହ, ଓ୍ୱାଶିଂଟନ୍ ସୁନ୍ଦର ଓ ଶାହବାଜ […]

Continue Reading

ରାୟଗଡ଼ା-କୋରାପୁଟ ରାସ୍ତାରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡ଼ା: ଜଳିଗଲା ଯାତ୍ରୀବାହୀ ବସ୍ । ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣା ତାରିଣୀ ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ଗତକାଲି ରାତି ପାଖାପାଖି ଗୋଟାଏ ବେଳେ ନବରଙ୍ଗପୁର ଜିଲ୍ଲା ଗୋଷାଗୋମୁଡ଼ାରୁ ଗଞ୍ଜାମର ପୋଲସରା ଅଭିମୁଖେ ଯାଉଥିଲା ବର୍ଷା ନାମକ ବସ୍ । ଏତିକିବେଳେ ହଠାତ୍ ସିରିକୋଣା ନିକଟରେ ବସରେ ନିଆଁ ଲାଗି […]

Continue Reading

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।‘ଅଗ୍ନିସ୍ନାନ’, ‘ କେଉଁ ନଦୀ ମୁହାଣରେ’, ‘କାଳାନ୍ତର’, ‘ବିଦାୟ ବଜ୍ରାଦିତ୍ୟ’, ‘ଅପ୍ରତିହତ ଖାରବେଳ’, ‘କର୍ମଯୋଗୀ ଚନ୍ଦ୍ରଶେଣ’ ପରି ଅନେଜ କାଳଜୟୀ ନାଟକ ସେ ରଚନା କରିଥିଲେ।ତାଙ୍କ ଲେଖା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ […]

Continue Reading

କେଉଁ ଅଭ୍ୟାସ ମଣିଷକୁ କାଙ୍ଗାଳ କରେ? ଏହାର ସମାଧାନ କଣ, ଜାଣନ୍ତୁ…

ଭୁବନେଶ୍ୱର : ବେଳେବେଳେ ଏମିତି ସମୟ ଆସେ ଆମେ କର୍ମ କରିଚାଲୁ ହେଲେ ସୁଫଳ ମିଳେନାହିଁ । ନିଜ ସମୟ ଠାରୁ ଅଧିକ ପରିଶ୍ରମ କରୁ ହେଲେମଧ୍ୟ ଟଙ୍କାର ଘୋର ଅଭାବ ଦେଖାଦେଇଥାଏ । ଘନିଷ୍ଠ ମିତ୍ର ସବୁ ଦୁରକୁ ଦୁରକୁ ଚାଲିଯାଇଥାନ୍ତି । ଶତ୍ରୁ ବଢିଯାନ୍ତି । ଦୁଃଖ କଷ୍ଟ ଦ୍ୱିଗୁଣିତ ହୋଇଯାଏ । ତେବେ ଏପରି ସମସ୍ୟା କାହିଁକି ଦେଖାଦିଏ? କଣ କଲେ ଏ ସବୁରୁ ନିବୃତ ରହିବେ ସେ ନେଇ ଜ୍ୟୋତିର୍ବିତ ପିଙ୍କୁ […]

Continue Reading

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ବିଟ୍ କରିଥିବାରୁ ଗ୍ରେଟା ଥନବର୍ଗଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ୍ ପରେ ଦେଶରେ ହଇଚଇ । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ । ଆଜି ଆଉ ଏକ ଟ୍ବିଟ୍ କରି ସେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଛନ୍ତି । କୌଣସି ଘୃଣା, ଧମକ କିମ୍ବା ମାନବିକ ଅଧିକାରର ଉଲ୍ଲଂଘନ ଏହାକୁ କେବେ ପରିବର୍ତ୍ତନ କରିପାରିବ ନାହିଁ । ଗ୍ରେଟା ଥନବର୍ଗଙ୍କ ଟ୍ବିଟ୍ ପରେ ତାଙ୍କ ବିରୋଧରେ ଏତଲା […]

Continue Reading

ନିର୍ମାଣ ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି । ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ । ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ ଷ୍ଟେସନର ରିଡେଭେଲପ୍ମେଣ୍ଟ ପାଇଁ RFQ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।   ଏଥିପାଇଁ ଦେଶ ବିଦେଶର ୯ଟି କମ୍ପାନୀ ଇଛା ଜାହିର କରିଛନ୍ତି […]

Continue Reading

ଚିଟଫଣ୍ଡ ଦଲାଲଙ୍କୁ ଜେଲ ଦଣ୍ଡାଦେଶ

କଟକ : ଚିଟଫଣ୍ଡ ଦଲାଲଙ୍କୁ ଜେଲଦଣ୍ଡ । କଟକବାସୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର OPID କୋର୍ଟ । କେନ୍ଦ୍ରାପଡ଼ାର ଏକ ମାମଲାରେ ଚାରି ଜଣଙ୍କୁ ଧାରା ୪୨୦ ଓ OIPD ଆକ୍ଟରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି […]

Continue Reading

ଘର ଉପରକୁ ମାଡିଗଲା ଟ୍ରକ, ୩ଗୁରୁତର

ଯାଜପୁର : ଦଶରଥପୁର ବ୍ଲକର ମାଉଁରିଚୁଆରେ ଘର ଉପରକୁ ମାଡିଗଲା ଦଶଚକିଆ ଟ୍ରକ । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯୟୀ, ରାସ୍ତା କଡରେ ଥିବା ଅଶୋକ ଜେନାଙ୍କ ଛାତଘର ଉପରକୁ ଆଜି ହଠାତ ଟ୍ରକଟି ମାଡ଼ିଆସିଥିଲା । ଏଥିରେ ଅଶୋକଙ୍କ ପତ୍ନୀ ସସ୍ମିତା ଜେନା, ୭ ବର୍ଷର ଝିଅ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣା […]

Continue Reading