ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର
ସମ୍ୱଲପୁର: ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ୱଲପୁର ଡିଏଫଓ ସଞ୍ଜୀତ କୁମାର । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସହ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ନିଆଁ ଏବେ ବିଭିନ୍ନ ସ୍ଥାନରେ ସ୍ଥାନୀୟ […]
Continue Reading
