୪୩ ତମ ଜନ୍ମଦିନରେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କଲେ ରାନୀ ମୁଖାର୍ଜୀ

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ୪୩ତମ ଜନ୍ମଦିନ। ମାର୍ଚ୍ଚ ୨୧ରେ ଅଭିନେତ୍ରୀ ନିଜର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ରାନୀ ବଲିଉଡ୍‌ରେ ତାଙ୍କର ୨୫ ବର୍ଷ ପୂରା କରିଛନ୍ତି ଅର୍ଥାତ୍ ବଲିଉଡ୍‌ରେ ତାଙ୍କର ଅଭିନୟକୁ ୨୫ ବର୍ଷ ପୂରିଛି। ରାନୀ ମୁଖାର୍ଜୀ ୧୯୯୬ ମସିହାରେ ମାତ୍ର ୧୬ ବର୍ଷ ବୟସରେ ବଙ୍ଗାଳୀ ଚଳଚ୍ଚିତ୍ର ‘ବିୟର୍ ଫୁଲ୍’‌ରେ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ଅଭିନୟକୁ ଏହା ଭିତରେ […]

Continue Reading

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ […]

Continue Reading

୫୦ ବର୍ଷର ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆର ବନ୍ୟା ବିତ୍ପାତ

ମେଲବର୍ଣ୍ଣ: ସପ୍ତାହକ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ପ୍ରବଳ ବର୍ଷା ହେତୁ କେତେକ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରେ ସବୁଠାରୁ ଅଧିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଧିକାରୀମାନେ ରବିବାର ଦିନ କହିଛନ୍ତି। ଏଥିପାଇଁ ହଜାର ହଜାର ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଇଛି। ନ୍ୟୁ ସାଉଥ ୱେଲ୍ସ ପ୍ରିମିୟର୍ ଗ୍ଲାଡିସ୍ ବେରେଜିକଲିୟାନ୍ କହିଛନ୍ତି ଯେ ୮ ମିଲିୟନ ଲୋକଙ୍କ ସହ ଅଷ୍ଟ୍ରେଲିଆର ସର୍ବାଧିକ ଜନସଂଖ୍ୟାରେ ଏହି ବନ୍ୟା ବିତ୍ପାତ ବିଶେଷ କରି ସିଡନୀର ଉତ୍ତର-ପଶ୍ଚିମ ଅଞ୍ଚଳ […]

Continue Reading

NIT ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ରାଷ୍ଟ୍ରପତି

ରାଉରକେଲା: ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି, ଯାହା ନିଜକୁ ସନ୍ତୁଷ୍ଟ କରେ ତାହା କରିବା ପାଇଁ ବାଛନ୍ତୁ ଜ୍ଝ ଏମିତି କର ଯାହା ତୁମକୁ ନିଜ ଆକାଂକ୍ଷା ପୂରଣ ଦିଗର୍ ଅଧିକ ନିକଟତର କରିବ । ଯାହା ତୁମ ପରିବାରକୁ ତୁମ ପାଇଁ ଗର୍ବିତ ସେଭଳି କାମ କର । ରାଷ୍ଟ୍ରପତି କହିଛନ୍ତି, ଛାତ୍ରଛାତ୍ରୀଙ୍କର ସମାଜ ପ୍ରତି ଅନେକ ଅବଦାନ ରହିଛି । ବିନା […]

Continue Reading

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ୱେବସାଇଟ୍ ମିଲିଟାରୀ ଡାଇରେକ୍ଟ ଦ୍ୱାରା ରବିବାର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଚୀନ୍‌ର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆମେରିକାର ବିପୁଳ ସାମରିକ ବଜେଟ୍ ସତ୍ବେ ୭୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତା’ପରେ ରୁଷିଆ ୬୯, ଭାରତରେ ୬୧ ଏବଂ ପରେ ଫ୍ରାନ୍ସ ୫୮ ରେ ରହିଛି। ବ୍ରିଟେନ ପ୍ରାୟ ୪୩ ସ୍କୋର ସହ ନବମ ସ୍ଥାନରେ ରହିଛି। ଅଧ୍ୟୟନରେ କୁହାଯାଇଛି ଯେ […]

Continue Reading

ଘଣ୍ଟାଏ ଧରି ଆକାଶରେ ଚକ୍କର ମାରିଲା ବିମାନ, ୩ ଥର ଅବତରଣ ବିଫଳ

ନୂଆଦିଲ୍ଲୀ: ଭାବନ୍ତୁ ଆପଣ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି । ଅଥଚ ବିମାନ ଅବତରଣ କରିପାରୁନାହିଁ । ପ୍ରାୟ ଗୋଟିଏ ଘଣ୍ଟା ଧରି ଅବତରଣ ଉଦ୍ୟମ କରି ବିଫଳ ହେଉଛି ବିମାନ । ତା’ପରର ଅବସ୍ଥା କଣ ହେବ ଆପଣଙ୍କର ? ନିଶ୍ଚୟ ମନରେ ଆଶଙ୍କା ସହ ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯିବ । ଏମିତି ହିଁ କିଛି ଘଟିଛି ଅହମଦାବାଦରୁ ଜୈସଲମର ଉଡ଼ାଣ କରିଥିବା ସ୍ପାଇସ୍ ଜେଟ୍ ବିମାନ ଯାତ୍ରୀଙ୍କ ସହ । ବିମାନଟି ଜୈସଲମରରେ ଅବତରଣ […]

Continue Reading

ଆଜି ମଧ୍ୟପ୍ରଦେଶର ଏହି ତିନୋଟି ସହର ଲକ୍‌ଡାଉନ୍‌

ଭୋପାଳ: ଆଜି ମଧ୍ୟ ପ୍ରଦେଶରେ ଲକଡାଉନ୍। ଗୋଟିଏ ବର୍ଷ ପରେ ଆଜି ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସମେତ ତିନୋଟି ସହରରେ କରୋନା ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଟିଏ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ମଧ୍ୟପ୍ରଦେଶର ତିନିଟି ସହର – ଭୋପାଳ, ଇନ୍ଦୋର ଏବଂ ଜବଲପୁରରେ ଶନିବାର ରାତି ୧୦ ଟାରୁ ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ମୋଟ ୩୨ ଘଣ୍ଟା ପାଇଁ ଏହି ଲକଡାଉନ୍ […]

Continue Reading

IPLରେ କେତେ ନମ୍ବରରେ ବ୍ୟାଟିଂ କରିବେ ବିରାଟ କୋହଲି ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ ଆସିଛି । ଆଗକୁ ସେ ଆଇପିଏଲରେ ଓପେନିଂ ବ୍ୟାଟିଂ କରିବାକୁ ଇଚ୍ଛା ରଖିଛନ୍ତି । ଗତକାଲି ମ୍ୟାଚ ପରେ ବିରାଟ କହିଥିଲେ, ଚଳିତବର୍ଷ ହେବାକୁ […]

Continue Reading

ଭାରତର ଭ୍ୟାକ୍ସିନ୍ କୂଟନୀତି, ଫେଲ୍ ମାରୁଛି ସେରମ !

ନୂଆଦିଲ୍ଲୀ: ଭାରତର ଭ୍ୟାକ୍ସିନ କୂଟନୀତିକୁ ଝଟକା ! ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିନି ଗୋଟି ରାଷ୍ଟ୍ରକୁ ଚିଠି ଲେଖିଛି । ଆଗାମୀ ମାସରେ ଭ୍ୟାକ୍ସିନ୍ ଯୋଗାଣ କରିବା ନେଇ ଅସମର୍ଥତା ଦର୍ଶାଇଛି ସେରମ । ବିଦେଶକୁ ଭ୍ୟାକ୍ସିନ୍ ରପ୍ତାନୀ ନେଇ ଥିବା ନୀତି ଏବଂ ଅନ୍ୟ ଦେଶର ଭ୍ୟାକ୍ସିନ୍ ଆବଶ୍ୟକତା ଦେଖି ସେରମ ଏଭଳି ଚିଠି ଲେଖିଛି । ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମୁଖ୍ୟ ଅଦର ପୁନୱାଲା ବ୍ରାଜିଲ୍, ମୋରୋକୋ ଏବଂ ସାଉଦି ଆରବକୁ ଚିଠି […]

Continue Reading

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିଧା ରାଜଭବନ ଆସିବେ ରାଷ୍ଟ୍ରପତି । ସେଠାରେ ରାଷ୍ଟ୍ରପତି ରାତ୍ରୀଯାପନ କରିବେ । ଆସନ୍ତାକାଲି ରବିବାର ୨୧ ତାରିଖରେ ରାଷ୍ଟ୍ରପତି ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସକାଳ ୯ଟାରେ […]

Continue Reading