ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି (SCTE & VT) ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଓଡ଼ିଶାର SCTE & VT ର ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ସଂଶୋଧିତ ତାରିଖଗୁଡିକ ଧାର୍ଯ୍ୟ ପାଠ୍ୟକ୍ରମରେ ସୂଚିତ କରାଯିବ। ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Continue Reading

୧୨ ବର୍ଷ ପରେ କାଟିଲେ ବିଶ୍ବର ସବୁଠୁ ଲମ୍ବା କେଶ

ଅ‌ହମ୍ମଦାବାଦ: ଲମ୍ବା କେଶ ପାଇଁ ଗିନିଜ ରେକର୍ଡ କରିଥିବା ନୀଲାଂସି ପଟେଲ ଏବେ ପୁଣିଥରେ ଚର୍ଚ୍ଚାରେ। ଗୁଜୁରାଟର ଏହି ଯୁବତୀ ୧୨ ବର୍ଷ ଧରି କେଶ ନକାଟି ବଢାଇଥିଲେ। ଯେଉଁଥିପାଇଁ ସେ ଥରେ ନୁହେଁ, ତିନିଥର ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇଥିଲେ। ଜୁଲାଇ ୨୦୨୦ରେ, ୧୮ ବର୍ଷ ବୟସ ହେବା ପୂର୍ବରୁ ନୀଲାଂସିଙ୍କ କେଶ ୬ ଫୁଟ ୬.୭ ଇଞ୍ଚ ଲମ୍ବା ଥିବା ମପା ଯାଇଥିଲା। ସେ କୁହନ୍ତି ଯେ ୬ ବର୍ଷ ବୟସରେ ସେଲୁନକୁ […]

Continue Reading

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ବଲାଙ୍ଗୀର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଜତିଶ ଖମାରି ଗୁରୁବାର ଦିନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ଓଡିଶାର ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ଅବସ୍ଥିତ ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏବଂ ‘ଡିଡି-୧’ରେ ୨୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। ସୂଚନାନୁସାରେ, ଶ୍ରୀ ଖମାରିଙ୍କୁ ମୃତ୍ୟୁ ବେଳକୁ ୪୬ ବର୍ଷ ହୋଇଥିଲା। ପ୍ରଥମେ ପାଟନାଗଡର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ବାଲାଙ୍ଗୀର ଭୀମ […]

Continue Reading

ଆଜି ଛତିଶାନିଯୋଗ ବୈଠକ, ଜଗା ଦର୍ଶନକୁ ନେଇ ଆସିପାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ସାରା ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କଟକଣା କଡାକଡି କରାଯାଇଛି। ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଥିଲା ବେଳେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନେଇ ଆଜି ଛତିଶାନିଯୋଗ ବୈଠକ ହେବ। ଭର୍ଚୁଆଲ ମାଧ୍ୟମରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରିଷନ […]

Continue Reading

ଠିକା କର୍ମଚାରୀଙ୍କ କବ୍ଜାରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗମନାଗମନ ଓ ଗୃହ ନିର୍ମାଣ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କେତେକ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଉଛି । ଆଉ କିଛି ଛୋଟ ଛୋଟ କାର୍ଯ୍ୟ କନିଷ୍ଠ ଯନ୍ତ୍ରୀ ମାନଙ୍କ ଦ୍ଵାରା କରାଯାଉଛି । କିଛି ଅଂଚଳରେ କାମ ନିମ୍ନମାନର ହୋଇଥିବାରୁ ବର୍ଷା ଦିନ କିମ୍ବା ବର୍ଷେ ମଧ୍ୟରେ ନଷ୍ଟ ହେଉଥିବା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଥିବା […]

Continue Reading

କରୋନାରେ ରାଜ୍ୟରେ ଆଖି ବୁଜିଲେ ଆଉ ୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ୍ ସଂକ୍ରମିତ ମୃତ୍ୟୁ […]

Continue Reading

ଗର୍ଭ ଧାରଣ କରିବାର ସଠିକ ବୟସ କଣ ?

ବ୍ୟୁରୋ : ବିବାହ ପରେ ସମସ୍ତଙ୍କୁ ଏହା ଶୁଣିବାକୁ ମିଳିଥାଏ ଯେ ବେବି କେବେ ହବ। ତେବେ ଏହା ସମସ୍ତଙ୍କ ପାଇଁ ବହୁତ ବଡ ପ୍ରଶ୍ନ ହୋଇଥାଏ । କିନ୍ତୁ ବହୁତ ଲୋକ ନିଜ ପାଠ ପଢା ଆଉ ସଫଳତା ପାଇବା ପରେ ବିବାହ କରନ୍ତି । ଯାହା ବହୁତ ଲେଟ କରିଥାଏ କିନ୍ତୁ ତାଙ୍କ ଆଉ ତାଙ୍କ ସନ୍ତାନଙ୍କ ଭବିଷ୍ୟତ ସୁରକ୍ଷିତ ମଧ୍ୟ କରିଥାଏ । ତେବେ ବହି ଅନୁଯାଇ କୁହା ଯାଇଛି ଯେ ୧୮ରୁ […]

Continue Reading

ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଗିରଫ, କାଲି ଆସିବ ଓଡ଼ିଶା

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ […]

Continue Reading

ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇର ଦଶମ ପରୀକ୍ଷା ବାତିଲ୍ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ପରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ଓଡ଼ିଶାରେ କୋରନା ସଂକ୍ରମଣ ବଢ଼ୁଥିବା ବେଳେ ଦଶମ ସହ ଦ୍ୱାଦଶ ପରୀକ୍ଷା ନେଇ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ଼ ଘୋଷଣା କରିପାରନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ସିବିଏସଇ ଦଶମ […]

Continue Reading

ଶ୍ରୀମନ୍ଦିର ସହ ସମ୍ପୃକ୍ତ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ

ପୁରୀ: ଚିନ୍ତା ବଢ଼ାଉଛି ସଂକ୍ରମଣ । ପୁରୀ ଶ୍ରୀମନ୍ଦିର ସହ ବିଭିନ୍ନ ସେବାରେ ଜଡ଼ିତ ଆଉ ୭ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିବ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଶ୍ରୀମନ୍ଦିର ସହ ଜଡ଼ିତ କୋଭିଡ୍ ପଜିଟିଭ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଗତ ୧୩ ତାରିଖରେ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା ।  ଶ୍ରୀମନ୍ଦିରର […]

Continue Reading